Mon. Nov 30th, 2026

Tag: #sabdamedia

କୋହଲି କହିଲେ ମୁଁ ବିଫଳ,ଧୋନି ସଫଳ ଅଧିନାୟକ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି।ନିଜ ପ୍ରସଙ୍ଗରେ ବିବୃତ୍ତି ରଖିଛନ୍ତି।ଭାରତୀୟ ଦଳରେ ତାଙ୍କର ଅଧିନାୟକତ୍ୱ ସମୟର କଥା କହିବାକୁ ଯାଇ ବିରାଟ କିଛି କଥା କହିଛନ୍ତି।ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜକୁ ଜଣେ…

ଆଜି ଓଡ଼ିଶା କନେଷ୍ଟବଳ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ହ୍ଵାଟ୍ସଆପରେ ଭାଇରାଲ

ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶା ପୋଲିସ କନେଷ୍ଟବଳ ପରୀକ୍ଷା ନିଯୁକ୍ତି ବାହାରିଥିଲା।୪୭୯୦ ଟି କନେଷ୍ଟବଳ ପଦବୀ ପାଇଁ ଆଜିଠୁ ଆରମ୍ଭ ହୋଇଛି ପରୀକ୍ଷା।କିନ୍ତୁ ଆଜି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରଲ ହୋଇଛି।ଆଜି ପରୀକ୍ଷା ଚାଲିଥିବା ବେଳେ…

ମର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା, ଖଣିରୁ ଆସିଥାଏ ରାଜ୍ୟର ସିଂହଭାଗ ରାଜସ୍ୱ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ରାଜ୍ୟର ୨୦୨୩-୨୪ ଆର୍ଥିକ ବଜେଟ ଶେଷ ହୋଇଛି।ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗତ ହୋଇଛି।ଗତ ବର୍ଷ ବଜେଟ ତୁଳନାରେ ୧୫ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଛି।ବିଭିନ୍ନ ବିଭାଗକୁ ଅର୍ଥ ବଣ୍ଟନ ହୋଇଛି।ଏହା ମଧ୍ୟରେ ରାଜ୍ୟର…

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ପ୍ରମୁଖ ମହିଳା ବିଶ୍ବବିଦ୍ୟାଳୟ ହେଉଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। ରାଜ୍ୟର ସରକାର ଏହି ମହିଳା ବିଶ୍ୱବିଦ୍ୟାଳୟ ପାଇଁ ଏକ ନୂତନ ଭେଟି ଦେବାକୁ ଯାଉଛନ୍ତି।ମହିଳା ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଖୁସି ଖବର ବିଶ୍ୱବିଦ୍ୟାଳୟରେ ଖୋଲିବାକୁ ଯାଉଛି…

ଦେଓମାଳିରେ ଡେଷ୍ଟିନେସନ ୱେଡିଂ। ପର୍ଯ୍ୟଟନ ବିଭାଗରେ ‘ସପ୍ତାହନ୍ତ ପର୍ଯ୍ୟଟନ’ ଯୋଜନା ପ୍ରସ୍ତୁତ।

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁନ୍ଦର ପର୍ବତ ଦେଓମାଳି। ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ।…

ସଡ଼କ ଦୁର୍ଘଟଣାରେ: ୨ ମୃତ, ୬ ଆହତ

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।…

କେନ୍ଦୁଝର ଘରୋଇ କଲେଜ ହଷ୍ଟେଲରୁ ୪ଛାତ୍ର ନିଖୋଜ

ଶବ୍ଦମିଡ଼ିଆ ବ୍ୟୁରୋ: କେନ୍ଦୁଝରର ଘରୋଇ କଲେଜ ହଷ୍ଟେଲରୁ ୪ ଜଣ ଛାତ୍ର ନିଖୋଜ। ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଟାଉନ ଥାନା ବଡହଳ ସ୍ଥିତ କେଏସଇ କଲେଜ ହଷ୍ଟେଲରୁ ୪ଜଣ ଛାତ୍ର କୁଆଡେ ଚାଲିଯାଇଥିବା ଜଣାପଡିଛି…

୪ ଦିନିଆ ରିମାଣ୍ଡରେ ଟେକ୍ନିକାଲ ଅଫିସର ବାବୁରାମ ଦେ

ଶବ୍ଦମିଡ଼ିଆ ବ୍ୟୁରୋ: ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନକୁ ପ୍ରତିରକ୍ଷା ତଥ୍ୟ ଲିକ୍ ମାମଲାରେ ଟେକ୍ନିକାଲ ଅଫିସର ବାବାରାମଙ୍କୁ ୪ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ବାବୁରାମଙ୍କ ସହ ତାଙ୍କ ବିଭାଗରେ କାମ କରୁଥିବା ଆଇଟିଆରର କିଛି ଅଧିକାରୀ ଓ କର୍ମଚାରୀଙ୍କୁ…

ମହିଳା ଟି-୨୦ ବିଶ୍ୱକପ ଫାଇନାଲ : ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର

ଶବ୍ଦମିଡ଼ିଆ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲ ଆଜି ଖେଳାଯିୱ । ଗତଥର ବିଜେତା ଅଷ୍ଟ୍ରେଲିଆ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଯଦି ଦକ୍ଷିଣ ଆଫ୍ରିକା ଜିତେ ତାହାଲେ ଆୟୋଜକ ଭାବେ ବିଶ୍ବ କପ୍‌…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ।୨୦୨୩ ମସିହାର ଏହା ଦ୍ୱିତୀୟ ମନ କି ବାତ କାର୍ଯ୍ୟକ୍ରମର (୯୮) ତମ ସଂସ୍କରଣ।ପ୍ରତି ମାସର ଶେଷ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି…