ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ
ଭୁବନେଶ୍ୱର: ଯଶୋଦା ମା ଫାଉଣ୍ଡେସନର ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ । ସୀତାନାଥ ବସ୍ତି, ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି,ଜଗନ୍ନାଥ ଆମ୍ବତୋଟା ବସ୍ତିରେ ଚାଲିଥିବା ବର୍ଣ୍ଣବୋଧ ପାଠଶାଳାର ଉଦ୍ୟମକୁ ସଭିଏଁ ପ୍ରଶଂସା କରିବା ସହ ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖୁଛନ୍ତି…
ବାଣପୁର ନରେନ୍ଦ୍ରପୁରରେ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଣପୁର : ବାଣପୁର ବ୍ଲକର ସ୍ମାର୍ଟ ପଂଚାୟତ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ସାତ ଦିନ ବ୍ୟାପି ଚାଲିଥିବା ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଏଥିରେ ଯୁବକ ଯୁବତୀ ମାନଙ୍କୁ ଟାକ୍ସ ଫୋର୍ସ, ପ୍ରାଥମିକ ଚିକିତ୍ସା ଓ ମ୍ୟାନେଜମେଣ୍ଟ ଆଦି…
ସେନାରେ ଚାକିରୀ, ପୁଣି ଚାଷୀ , ପରେ ବିମାନସେବା , ଉଦ୍ୟୋଗପତିଙ୍କ ସଂଘର୍ଷ କାହାଣୀ
ତାମିଲ ଫିଲ୍ମ ସୋରାରାଇ ପୋଟରୁ ଆପଣଙ୍କ ମଧ୍ୟରୁ ସମସ୍ତ ଦେଖିଥିବେ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଫିଲ୍ମର କାହାଣୀ ଜଣେ ଗାଁର ବ୍ୟକ୍ତି ଉପରେ ପର୍ଯ୍ୟବେଷିତ ଥିଲା । ଯିଏ କମ ମୂଲ୍ୟରେ ଲୋକଙ୍କୁ ବିମାନ…
ଧଉଳିରେ ବନ୍ଧୁ ମିଳନ ଉତ୍ସବ
ଭୁବନେଶ୍ୱର ଧଉଳିରେ ନୟାଗଡର ପୁରାତନ ଛାତ୍ରୀ ମାନେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଥିଲେ । ଏଥିରେ ଭାଗ ନେଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କାଙ୍କ ସମତେ ସମାଜରେ ପ୍ରତିଷ୍ଠିତ ବହୁ ମହିଳା…
ଶ୍ରୀଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବାଣପୁରର ବାର୍ଷିକ ଉତ୍ସବ ଉଦଯାପିତ
ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ବାଣପୁରର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସଂଜୟ…
ମେସିଙ୍କ ବିଶ୍ଵ କପ୍ ସ୍ଵପ୍ନ ସାକାର,୩୬ ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା
୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍ଆଉଟ୍ରେ…