ଭାନକ୍ୟୁଭର,କାନାଡ଼ାରୁ ସ୍ନୋ ଫଲ୍ ର ଦୃଶ୍ୟ

ଶୀତର ଚାଦର ତଳେ ପ୍ରକୃତି । ଗଛପତ୍ର,ଘରଦ୍ୱାର ରାସ୍ତାଘାଟ ସବୁଠୁ ଲେସି ହୋଇଛି ମେଞ୍ଚା ମେଞ୍ଚା ବରଫ । ଘର ବାହାରୁ ଦେଖିଲେ ସବୁଠି ଶୁଭ୍ର ବରଫର ଆସ୍ତରଣ । ଓଡିଶାରେ ଶୀତୁଆ ସଞ୍ଜ ଓ ସକାଳର ସମସ୍ତେ ମଜା ନେଉଥିବେ । ତେବେ ଭାନକ୍ୟୁଭର,କାନାଡ଼ାରୁ କ୍ୟାମେରାରେ କଏଦ ହୋଇଛି ସ୍ନୋ ଫଲ୍ ର କିଛି ସୁନ୍ଦର ଦୃଶ୍ୟ । ବରଫର ଆସ୍ତରଣ ତଳେ ପୁରା ପରିବେଶ,ନିଶ୍ଚୟ ରୋମାଞ୍ଜିତ କରିବ । ଏବେ ଭାନକ୍ୟୁଭର ବି ସି କାନାଡ଼ାରେ (Vancouver BC Canada, Coquitlam) ତାପମାତ୍ରା 8 ଡିଗ୍ରି । ଏମିତି କିଛି ଥିରି ଥରି ଶୀତ ଓ ବରଫାବୃତ ସହରର ଦୃଶ୍ୟକୁ କଏଦ କରିଛନ୍ତି ବରିଷ୍ଠ ଓଡ଼ିଆ ମିଡିଆ କନସଲଣ୍ଟାଣ୍ଟ ଡକ୍ଟର ଅସିତ ଦାସ ।

You May Also Like

More From Author

+ There are no comments

Add yours