Thu. Oct 15th, 2026

ଭୁବନେଶ୍ୱର ଧଉଳିରେ ନୟାଗଡର ପୁରାତନ ଛାତ୍ରୀ ମାନେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଥିଲେ । ଏଥିରେ ଭାଗ ନେଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କାଙ୍କ ସମତେ ସମାଜରେ ପ୍ରତିଷ୍ଠିତ ବହୁ ମହିଳା ଏଥିରେ ସାମିଲ ଥିଲେ । ଏହି ବନ୍ଧୁ ମିଳନ ସପ୍ତମ ଥର ପାଇଁ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *