ବରକୁ ସିଗାରେଟ୍ ପିଆଇଲେ, ସ୍ୱାଗତ କଲେ
ବର ମୁହଁରେ ସିଗାରେଟ୍ । ଜ୍ୱାଇଁକୁ ବିଡି ପିଆଇଲେ ଶାଶୁ ଶ୍ୱଶୁର । ବରଣୀ ବେଳେ ସିଗାରେଟ ଦେଇ ନିଆରା ଢଙ୍ଗରେ କଲେ ସ୍ୱାଗତ । ଆପଣଙ୍କୁ ଶୁଣି ଅଶ୍ଚର୍ଯ୍ୟ ଲାଗୁଚି ନା । କିନ୍ତୁ କଥାଟା ସତ । ଯାହାର…
ଜିନପିଙ୍ଗଙ୍କ ତୃତୀୟ ଇନିଂସ୍
ପୁଣି ରେକର୍ଡ ସୃଷ୍ଟି କରିଛନ୍ତି ଜିନପିଙ୍ଗ । ଥରେ ନୁହେଁ କି ଦୁଇ ଥର ନୁହେଁ ଲଗାତାର ତୃତୀୟ ଥର ପାଇଁ ଚାଇନାର ରାଷ୍ଟ୍ରପତି ଭାର ସମ୍ଭାଳିବାକୁ ଯାଉଛନ୍ତି ସି ଜିନପିଙ୍ଗ । ଆଜି ଚୀନର ସଂସଦ ସର୍ବସମ୍ମତିକ୍ରମେ ତାଙ୍କୁ ତୃତୀୟ…
ମହଙ୍ଗା ମାଡ;ବେହାଲ୍ ପାକିସ୍ଥାନ
ଦେଶରୁ ବହୁ ବଡ଼ ବଡ଼ କମ୍ପାନୀ ବନ୍ଦ ହୋଇଯିବା ପରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ନିକଟ ଅତୀତରେ ଦେଶରେ ଅତି ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କଥା ସାମ୍ନାକୁ ଆସିଥିଲା । ବର୍ତମାନ…
ହାର୍ଟ ଷ୍ଟ୍ରୋକ୍,ଚାରି ମିନିଟରେ ଜଣେ ହାରୁଛନ୍ତି ଜୀବନ
ଆଧୁନିକ ଯୁଗରେ ବୃଦ୍ଧାବସ୍ଥା କି ଯୁବାବସ୍ଥା ସବୁ ସମୟରେ ମାଡି ବସୁଛି ରୋଗ । ହୃତଘାତ ,ମସ୍ତିଷ୍କଘାତ ଓ କର୍କଟ ବର୍ତମାନ ସମୟରେ ଘାତକ ସାଜିବାରେ ଲାଗିଛି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ହଠାତ ଟଳି ପଡୁଛନ୍ତି ଯୁବ…
ପୁରୀରେ ପୁଣି ଲାଗିଲା ନିଆଁ
ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀରେ ପୁଣି ଲାଗିଲା ନିଆଁ।ନୀଳାଦ୍ରି କମ୍ଫ୍ଲେକ୍ସରେ ଥିବା ହାଣ୍ଡଲୁମ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ଲକ୍ଷ୍ମୀ ମାର୍କେଟ୍ କମ୍ଫ୍ଲେକ୍ସ ନିଆଁ ଲାଗିବା ଘଟଣା…
ଆଜିଠାରୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ,ପ୍ରଥମ ମ୍ୟାଚରେ ଭାରତ ଜର୍ମାନୀ ମୁକାବିଲା
ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ (ରାଉରକେଲା) ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟ ଘରୋଇ ମ୍ୟାଚ୍ ଗତ ଅକ୍ଟୋବର-ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ସେତେବେଳେ ସ୍ପେନ…
ଓଡିଶା-ଛତିଶଗଡ଼ ସୀମା ବିବାଦ:ଓଡ଼ିଶାର ରାସ୍ତା ନିର୍ମାଣକୁ ଛତିଶଗଡ଼ର ବିରୋଧ
ଶବ୍ଦମିଡ଼ିଆ ବ୍ୟୁରୋ:ଓଡିଶା ଏବଂ ପାର୍ଶ୍ୱବର୍ତ୍ତି ସୀମା ବିବାଦ ସଦା ସର୍ବଦା ଲାଗିରହିଛି।କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ଆରମ୍ଭ ହୋଇଛି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ…
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା:୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ ଘଡ଼ି ସହ ହୋଇପାରେ ବର୍ଷା
ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ଆଞ୍ଚଳିକ ପାଣିପାଗ ପୂର୍ବନିର୍ଧାରିତ ସୂଚାନ ଅନୁସାରେ ମଙ୍ଗଳବାରଠାରୁ ବର୍ଷା ହେବା ନେଇ ସୂଚନା ଦେଇଥିଲେ। ଏବେ ରାଜ୍ୟରେ ପାଗ ସାମାନ୍ୟ କୋହଲା ରହିଛି।ଆଜିର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ…