Thu. Oct 15th, 2026

Month: September 2023

ଶ୍ରୀଜୀଉମାନଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି…

ଆରଟିଓଙ୍କ ଅଚାନକ ଚଢାଉ, ମଦ୍ୟପ ଯୁବକଙ୍କୁ ଜୋରିମାନା

ଗୁରୁବାର ବିଳମ୍ବିତ ରାତ୍ରୀରେ ଆର୍ ଟି ଓ ରବିନ୍ ପଟ୍ଟନାୟକଙ୍କ ନେତୃତ୍ବରେ ବଡ଼ଦାଣ୍ଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଛନାକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟର ଜନୈକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା।ଅଧିକାରୀମାନେ ଯୁବକଙ୍କୁ ଅଟକାଇ ଥିଲେ ମଧ୍ୟ…

ପୁରୀ ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ଭାବେ ନିର୍ମାଣ କରାଯିବ। ରେକର୍ଡ ରୁମ ପାର୍ଶ୍ଵରେ ଜମି ଚିହ୍ନଟ ହୋଇ ଡିପିଆର ପ୍ରସ୍ତୁତ ହୋଇଛି। ଏଥିପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ନଡ଼ିଆ ବାଡେଇ ନୂତନ ବିଲ୍ଡିଂ ପାଇଁ ଶୁଭ…

ରାଷ୍ଟ୍ରପତିଙ୍କ ପାର୍ଟିରେ ସାମିଲ ହେବେନି ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ଜି-୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଡିନର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେନି । ଏହି ଡିନର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ସିଆଇଡି । ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା…

ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ମାନିଲେ ସରକାର

ଶବ୍ଦ ଓଡିଶା ବ୍ୟୁରୋ: ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ…

ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆଜିଠୁ ଦୁଇ ଦିନିଆ ଜି-୨- ସମ୍ମିଳନୀ । ବିଶ୍ୱର ବଡ଼ ବଡ଼ ନେତା ଏଥିପାଇଁ ଭାରତରେ ପହଞ୍ଚି ସାରିଛନ୍ତି । ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଣ୍ଟର ଭାରତ ମଣ୍ଡପମ ଏଥିପାଇଁ ପ୍ରସ୍ତୁତ ରହିଛି ।…

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି। କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ…

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଶବ୍ଦ ଓଡିଶା ବ୍ୟୁରୋ: ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିବେ ବିଶ୍ୱସ୍ତରୀୟ ନେତା। ସମସ୍ତଙ୍କ ନଜର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡଡେନଙ୍କ ଉପରେ ରହିଛି। ବାଇଡେନ ଆଜି ସନ୍ଧ୍ୟାରେ…