Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀରେ ଆଜିଠୁ ଦୁଇ ଦିନିଆ ଜି-୨- ସମ୍ମିଳନୀ । ବିଶ୍ୱର ବଡ଼ ବଡ଼ ନେତା ଏଥିପାଇଁ ଭାରତରେ ପହଞ୍ଚି ସାରିଛନ୍ତି । ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଣ୍ଟର ଭାରତ ମଣ୍ଡପମ ଏଥିପାଇଁ ପ୍ରସ୍ତୁତ ରହିଛି । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।

Leave a Reply

Your email address will not be published. Required fields are marked *