Sun. Nov 29th, 2026

Month: May 2023

ଅପରାଧୀଙ୍କ ଆଡ୍ଡା ପାଲଟିଛି ଭୁବନେଶ୍ଵର

ଆନ୍ତଃ ରାଜ୍ୟ ଅପରାଧୀ ଗ୍ୟାଙ୍ଗ୍ ଗୁଡ଼ିକର ନିଶାଣରେ ରହିଛି ରାଜଧାନୀ। ଚୋରି, ଛିନ୍ତାଇ, ରାହାଜାନୀ, ଡକାୟତି ଗ୍ୟାଙ୍ଗ୍ସବୁ ଭୁବନେଶ୍ବରରେ ଡେରା ପକାଇଛନ୍ତି। ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରୁ ଏଭଳି ଗ୍ୟାଙ୍ଗ ରାଜଧାନୀରେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଏରା…

ମୋଟାପା ପାଲଟୁଛି ଚିନ୍ତା

ଆଜିକାଲିର ଯୁଗର ମୋଟାପା ଲୋମାନଙ୍କର ଏକ ବଡ଼ ସମସ୍ୟା ପାଲଟି ଗଲାଣି । କାରଣ ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦ ଫାଷ୍ଟ ଫୁଡ ବା ଜଙ୍କ ଫୁଡ଼। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ଜଙ୍କଫୁଡକୁ ଖାଇବା ପ୍ରତି ଗୁରୁତ୍ଵ…

ତ୍ରିପୁରା ଟୁରିଜିମର ବ୍ରାଣ୍ଡ ଆମ୍ବାସାଡର ହେବେ ଗାଙ୍ଗୁଲି

ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମଙ୍ଗଳବାର ତ୍ରିପୁରାର ପର୍ୟ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସ ଭବନରେ ଏକ ବୈଠକ କରିବା…

ରାଗରୁଷା ପରେ ସୁଶାନ୍ତଙ୍କୁ ମିଳିଲା ୯ ଦାୟିତ୍ୱ

ସୁଶାନ୍ତଙ୍କୁ ମିଳିଲା ଦାୟିତ୍ୱ । ରାଗରୁଷା ପରେ ମିଳିଲା ପଶ୍ଚିମ ଓଡ଼ିଶାର ଭାର । ଶଙ୍ଖ ଭବନରେ ସୁଶାନ୍ତଙ୍କ ମାନ ଭଞ୍ଜନ ପରେ ପ୍ରତିକ୍ରିୟା ରଖିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସେ କହିଛନ୍ତି, ମୁଁ ଅସନ୍ତୁଷ୍ଟ ନାହିଁ ।…

ନିଶା କବଳରେ ଯୁବପୀଢ଼ି, କାରବାରରେ ସାମିଲ ରହୁଛନ୍ତି ମହିଳା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଧଳା ଜହର (ବ୍ରାଉନସୁଗାର) ଭଳି କ୍ଷତିକରକ ନିଶାରେ ପୁରୀ ସହରର ଅନେକ କଲେଜ ପଢା ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ। ସେମାନେ ଏ…

ବାସନ୍ତିକ ପର୍ବରେ ହିଙ୍ଗୁଳା ପୀଠକୁ ଦାନ ହେଲା ରଥ ଚକ

ଜଗତ ଜନନୀ ପରମ ବୈଷ୍ଣବୀ ଶାକମ୍ବରୀ ଅଗ୍ନି ସ୍ବରୂପା ମାଆ ହେଙ୍ଗୁଳା। ମାତଲାପୁର ଗ୍ରାମର ଅଧିଷ୍ଠାତ୍ରୀ ମା ହେଙ୍ଗୁଳା ହେଉଛନ୍ତି ଶ୍ରୀମନ୍ଦିର ରୋଷଘରର ଅଧିଷ୍ଠାତ୍ରୀ ଦେବୀ। ତେଣୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ସହ ମାଆ ହେଙ୍ଗୁଳାଙ୍କର ସଂପର୍କ ରହିଛି। ଶାରଦୀୟ ବାସନ୍ତିକ ପର୍ବରେ…

ଜୋରସୋରରେ ଚାଲିଛି ରଥ ନିର୍ମାଣ

ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ରଥଖଳାରେ ତିନିରଥର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକଙ୍କ ଦ୍ଵାରା କୋଣ…

ରାଜଧାନୀରେ ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୟୁନିଟ୍-୧ ହାଇସ୍କୁଲ ସମ୍ମୁଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ଅଭିଯୁକ୍ତ ଫେରାର ଥିବା…

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ମହାଦେବଙ୍କର ବିବାହ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା । ସାମାଜିକ ରୀତିନୀତି ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସମ୍ପାଦନ ହେଉଛି । ଗତକାଲି ମହାଦେବଙ୍କର ନିର୍ବନ୍ଧ ଏବଂ ଦେବ ନିମନ୍ତ୍ରଣ ସରିଯାଇଛି । ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜଳେଶ୍ୱର…

ଦେବୀ ରଥରେ ଚାରିନାହାକା ନିର୍ମାଣ ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା । ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନିରଥର ପାଞ୍ଚ ଦଣ୍ଡା କାମ ବି ସରିବା ଉପରେ । ଏଥିସହ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ…