Sun. Nov 29th, 2026

Month: May 2023

ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀରେ ଗରିବ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ସହାୟତା

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ନିଆରା ଢଙ୍ଗରେ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସ୍ତ୍ରୀ l ସ୍ୱର୍ଗତ ସାରଦା ପଟ୍ଟନାୟକଙ୍କ ସ୍ମୃତିରେ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସେହି ବିଦ୍ୟାଳୟର ଜଣେ ମେଧାବୀ ଛାତ୍ର କୃଷ୍ଣଚନ୍ଦ୍ର ସାହୁଙ୍କୁ…

ଘର ଭିତରେ ପଶିଗଲା କାର, ଜଣେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ବୌଦ୍ଧର ରାଧାନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତଗତିରେ ଆସି ଏକ ଚାଳଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ। ଏହି ଗଞ୍ଜେଇର ଅନୁମାନିକ ଓଜନ ୨୮…

ସମ୍ବଲପୁରରେ ଟ୍ରିପଲ ମର୍ଡର: ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଟ୍ରିପଲ ମର୍ଡର । ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ । ହତ୍ୟାକାରୀ ତିନି ଶବକୁ ଶୋଇବାଘରେ ଘୋଡ଼ାଇବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଛି । ମୃତକମାନେ ହେଲେ ସାଜିଆ…

ଆଜି ସ୍ଥଳଭାଗ ଛୁଇଁପାରେ ‘ମୋକା’: ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ବହିପାରେ ପବନ

ଶବ୍ଦ ଓଡିଶା ବ୍ୟୁରୋ: ସ୍ଥଳଭାଗ ଛୁଇଁପାରେ ‘ମୋକା’ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

ପୋଲିସ ମହାନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ ଓ ସମୀକ୍ଷା

କୋରାପୁଟ :ଆଜି ଡିଜିପି ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବନସଲ କୋରାପୁଟ ଜିଲ୍ଲା ପରିଦର୍ଶନ କରି ଜିଲ୍ଲା ପୋଲିସ ଏବଂ ବିଏସଏଫ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ନିର୍ଦ୍ଦେଶକ ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା ,ଆଇ ଜି ସତ୍ୟବ୍ରତ ଭୋଇ, ,ଡିଆଇ…

ସୂର୍ଯ୍ୟମୁଖୀ ଓ ମୁଁ

ଆଶା ସବୁ ମୋର,ଓ ପାଖୁଡ଼ା ସବୁ ତାର।ମୋର ଗୋଟି ଗୋଟି ଆଶା ପରି,ସୂର୍ଯ୍ୟମୁଖୀ ବି ଝଡ଼ଉଥାଏଗୋଟିଏ ଗୋଟିଏ ପାଖୁଡ଼ାପବନର ଉତ୍ପୀଡନରେ।ତଥାପି ତ ସମ୍ପର୍କ ତୁଟିନିପବନ ସହ ଆମ ଦୁହିଁଙ୍କର। ହେଲେ ମୁଁ କଣ ଝଡ଼ିଛିନା ଝଡ଼ିଛି ଏ ସୂର୍ଯ୍ୟମୁଖୀ !ବରଂ ହସିଛୁ…

ମାସେ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା, ପୁରୀ ମେଡିକାଲରେ ଅବ୍ୟବସ୍ଥାର ଚିତ୍ର

ପୁରୀ: ଆଉ ଏକ ମାସ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ସମାଗମ ହେବ। ମାତ୍ର ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟକୁ ନେଇ…

ଝାରସୁଗୁଡା ଉପ-ନିର୍ବାବନ: ପ୍ରଥମ ୪ ରାଉଣ୍ଡରେ ବିଜେଡି ଆଗରେ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଜାରି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪ହଜାର ୫୧୦ ଭୋଟରେ ଆଗୁଆ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୧ହଜାର ୨୫୬ ଭୋଟ୍ , ବିଜେପି ପ୍ରାର୍ଥୀଙ୍କୁ ୬ହଜାର…

ପରମବୀର ସିଂହଙ୍କ ନାଁରେ ଥିବା ସବୁ ମାମଲା ବନ୍ଦ କଲେ ମହାରାଷ୍ଟ୍ର ସରକାର

ଶବ୍ଦ ଓଡିଶା ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ନାଁରେ ଥିବା ସମସ୍ତ ମାମଲାକୁ ଆଜି ମହାରାଷ୍ଟ୍ର ସରକାର ବନ୍ଦ କରିଛନ୍ତି। ଏଥିସହ ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିବା ପାଇଁ ଜାରି କରିଥିବା…