Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୁଲିସ। ଏହି ଗଞ୍ଜେଇର ଅନୁମାନିକ ଓଜନ ୨୮ କୁଇଣ୍ଟାଲ ହେବ। ଘଟଣାସ୍ଥଳରୁ ଗଞ୍ଜେଇ ସହ ଗୋଟିଏ ଦେଶି ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏନେଇ ଆଜି ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଦନ ଗୁରୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *