Sun. Nov 29th, 2026

Month: May 2023

ଅର୍କେଶଙ୍କ ଅଡୁଆ, ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା । ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ…

ବରଗଡ଼-ନୂଆପଡ଼ା ଓ ତାଳଚେର-ଅନୁଗୁଳ ୱାଇ କନେକସନକୁ ଅନୁମୋଦନ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାକୁ ମିଳିଲା ଆଉ ଦୁଇଟି ନୂଆ ସ୍ୱତନ୍ତ୍ର ରେଳ ପ୍ରକଳ୍ପ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ୍ ଜାରିହୋଇଛି । ତାଳଚେର-ଅନଗୁଳ ୱାଇ କନେକ୍ସନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ…

ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଦ୍ୱିତୀୟ ଦିନରେ କରିବେ କ୍ଷେତ୍ର ପରିଦର୍ଶନ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଆଜି ଦ୍ୱିତୀୟ ଦିନ । ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାୱାର ହାଉସ୍ ବୁଲି ଦେଖିବେ । ଅତାବିରା ବ୍ରାଞ୍ଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି…

ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ, ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ

ଶବ୍ଦ ଓଡିଶା ବ୍ୟୁରୋ: ସୋମବାର ହେବ ମନ୍ତ୍ରିମଣ୍ଡଳର ପୁର୍ନଗଠନ । ସୋମବାର ଲୋକସେବା ଭବନରେ ଏହି ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ରାଜ୍ୟପାଳ ଗଣେଶୀଲାଲ ଆଜି ଭୁବନେଶ୍ୱର ଫେରୁଛନ୍ତି । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ…

ବଲାଙ୍ଗିର ରାଜପରିବାର ନାଁ ମାମଲା ରୁଜୁ କଲା ପୁଲିସ୍‌

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗିର ରାଜ ପରିବାର ନାଁରେ ଡେରାଡୁନ୍ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି । ଅଦ୍ରିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍ୱାମୀ ଅର୍କେଶ ସିଂହଦେଓ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢ଼ଶୁର କଳିକେଶ…

୨୪ ଯାଏଁ ଗରମରୁ ନାହିଁ ନିସ୍ତାର, ୪ଦିନ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡିଶା । ପାଣିପାଗ ବିଭାଗର ଆକଳନ ୨୪ ଯାଏଁ ଗରମରୁ ନିସ୍ତାର ନାହିଁ । ଆଗାମୀ ୪ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ହେଲେ କମିବନି ତାତି ବୁଧବାରଠୁ ତାପମାତ୍ରାରେ…

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

ନନ୍ଦପୁର ପୋଲିସ କାଲି ରାତିରେ ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଦଳକୁ ଧରିବାରେ ସଫଳ ହୋଇଛି। କୋରାପୁଟ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସଆଇ, ବେଦବର ସାହୁ, ଏସ ଆଇ ଦୀପ୍ତି ଧାରୁଆ,…

ସିବିଆଇ କାର୍ଯ୍ୟାଳୟରେ ସାଂସଦ ଅଭିଷେକ ବାନାର୍ଜୀ

ସ୍କୁଲ୍ ଚାକିରି ଦୁର୍ନୀତି ମାମଲାରେ ପଚରା ଉଚରା ନିମନ୍ତେ ‘ତୃଣମୂଳ କଂଗ୍ରେସ’ ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ସକାଳେ କୋଲ୍କାତାସ୍ଥିତ ‘ସିବିଆଇ’ କାର୍ୟ୍ୟାଳୟରେ ହାଜର ହୋଇଥିଲେ। ତେବେ ଏନେଇ ଅଭିଷେକ ଟ୍ୱିଟ୍ କରି…

୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ କଲା ପୁରୀ ଅବକାରୀ ବିଭାଗ

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ହଳଦିଆ ଛକରେ ଚଢ଼ାଉକରୀ ଜଣେ ଅଭିଯୁକ୍ତକୁ ବେଆଇନ ବ୍ରାଉନ ସୁଗାର…

ପୁରୀ ଆରଟିଓଙ୍କ ଦ୍ଵାରା ଓଭର ଲୋଡିଙ୍ଗ ଅଟୋରୁ ଫାଇନ ଆଦାୟ

ଆଜି ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି…