Wed. Oct 14th, 2026

Month: April 2023

ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନିଶାମୁକ୍ତ କରିବାକୁ ପ୍ରୟାସ, ନବଚେତନା ପ୍ରଶିକ୍ଷଣ ନେଲେ ୧୦ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ନବଚେତନା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ବଛାଯାଇଥିବ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନବଚେତନା ପ୍ରଶିକ୍ଷଣ ଦିଆଯାଇଛି । ରାଜ୍ୟ ସାମାଜିକ…

ପୁରୀ ହାବିଲଦାର କନେଷ୍ଟବଳ ଶାଖା ସଂଘ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଓଡିଶା ପୋଲିସ ହାବିଲଦାର କନେଷ୍ଟବଳ ଶାଖା ସଂଘ, ପୁରୀ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ | ଓଡିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ରଙ୍କ ଦ୍ୱାରା ଏହାର ଆରମ୍ଭ କରାଯାଇଛି |…

ମାତାମଠ ନିକଟରେ ପୋଲିସର ଚଢାଉ, 7 ଜଣ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ମାତା ମଠ ନିକଟ ଗିନାରୀବନ୍ତ ଅଞ୍ଚଳରେ ବାସେଳି ସାହି ଥାନା ପୁଲିସ ଚଢ଼ାଉ । ଚଢାଉ ବେଳେ ୭ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ଦୁଇଟି ଖଣ୍ଡା,…

ପୁରୀ ରଥଖଳାରେ ତୁମ୍ବବିନ୍ଧ ଅନୁକୂଳ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ରଥଖଳାରେ ତୁମ୍ବବିନ୍ଧ ଅନୁକୂଳ ହୋଇଛି। ମହାରଣା ସେବକମାନେ ଏହି କାମର ଅନୁକୂଳ କରିଛନ୍ତି। ୪୨ଟି ତୁମ୍ବରେ ବିନ୍ଧ କରାଯିବ। ପ୍ରଥମେ ନନ୍ଦିଘୋଷ ଓ ପରେ ଦର୍ପଦଳନ ରଥର ପୂର୍ବରୁ ମହାରଣା ସେବକମାନେ ତିନିରଥର ସମସ୍ତ ତୁମ୍ବର…

ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: ଏଲଆଇସିର ନୂଆ ମୁଖ୍ୟ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ୨୦୨୫ ଜୁନ ପର୍ଯ୍ୟନ୍ତ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ ସେ କାର୍ଯ୍ୟ କରିବେ…

୧୦ କଳାପଥର ଖାଦାନରେ ଜିଏସଟ ରେଡ୍: ଚଢାଉ କରି ଜବତ କଲେ ବିଭିନ୍ନ କାଗଜପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଆୟକର ଚଢାଉର କିଛି ଦିନ ପରେ କଳାପଥର ଲିଜଧାରୀଙ୍କ ଉପରେ ସେଣ୍ଟ୍ରାଲ ଜିଏସଟି ଟିମର ଚଢାଉ । ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଛି ସେଂଟ୍ରାଲ ଜିଏସଟି ଟିମ୍…

ଆଉ ୫ ବିଜେଡି ନେତ୍ରୀଙ୍କୁ ମହିଳା କମିଶନରେ ଥଇଥାନ

ଶବ୍ଦ ଓଡିଶା ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ ୫ଜଣ ବିଜେଡି ନେତ୍ରୀଙ୍କୁ ‘ରାଜ୍ୟ ମହିଳା କମିଶନ’ରେ ଥଇଥାନ କରିଛନ୍ତି । ପୂର୍ବରୁ ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଥଇଥାନ କରିଥିବା…

ମେ’ରୁ ବଢିବ ତାତି, ସ୍ୱାଭାବିକଠୁ ଅଧିକ ତାପମାତ୍ରା ରହିବା ଆକଳନ କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ…

ତେଜିଲା ବାଣପୁର ରାଜସ୍ବ ଉପଖଣ୍ଡ ଦାବି, ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସରକାରଙ୍କୁ ଚେତାବନୀ

ଆଜି ଅପରାହ୍ନରେ ବାଲୁଗାଁ, ବାଣପୁର, ଚିଲିକା କ୍ରିୟାନୁଷ୍ଠାନ କମିଟି ବାଣପୁର କୃତିବାସ ଭବନ ପରିସରରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଯାହା ମାଧ୍ୟମରେ ସୂଚନା ଦେଇଛନ୍ତି କମିଟିର ସଭାପତି ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ। ବାଣପୁର ଏକ ପୁରାତନ ତହସିଲ ଓ…

ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ପାଳିବା ବଡ଼ ଦେଉଳ

ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବା ନିଳାଦ୍ରୀ ମହୋଦୟାଷ୍ଟମୀ । ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅଟେ। ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଏବଂ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମ ଲୋକ…