କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର, ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ
ଶବ୍ଦ ଓଡ଼ିଶା ବ୍ୟୁରୋ: କଟକରେ ପୁଲିସ-ଅପରାଧୀ ଏନକାଉଣ୍ଟର । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଆହତ । ୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର…