Sun. Nov 29th, 2026

Month: March 2023

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରଭାବ,ପଚିବାକୁ ବସିଲାଣି ଅଟକିଥିବା ଆଳୁ,ପିଆଜ,ଟମାଟୋ ବୋଝେଇ ଟ୍ରକ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଏହି ଆନ୍ଦୋଳନ କରୁଛନ୍ତି।ଏହି ଆନ୍ଦୋଳନର ପ୍ରଭାବ ରାଜ୍ୟରେ ସବୁକ୍ଷେତ୍ରରେ ପଡ଼ିଲାଣି ଅତ୍ୟାବଶ୍ୟକ କ୍ଷେତ୍ର ଉପରେ ବିଶେଷ ଭାବରେ ପଡ଼ିଲାଣି। ଆନ୍ଦୋଳନରେ କୋରାପୁଟ ଜିଲ୍ଲାର…

ନବଜାତକଙ୍କ ଆଧାର ପଞ୍ଜୀକରଣ ‘ବାଲ୍ ଆଧାର’ର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଗୁରୁବାରଠାରୁ ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଅଭିଯାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୫ଜଣ ଶିଶୁଙ୍କ ଆଧାର ସଂଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ…

ପମ୍ପରେ ଅସମ୍ଭାଳ ଭିଡ଼, ମିଳୁନି ପେଟ୍ରୋଲ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡ଼ିଛି। ଦୁଇଦିନର ଆନ୍ଦୋଳନ ଯୋଗୁଁ ବିଭିନ୍ନ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ…

ବିଳମ୍ବିତ ରାତିରେ ଗ୍ୟାସ୍ କଟରରେ ଏଟିଏମ କାଟିଲେ ଦୁର୍ବୃତ୍ତ ,ଲୁଟିନେଲେ ଲକ୍ଷାଧିକ ଟଙ୍କା

ଶବ୍ଦମିଡ଼ିଆ ବ୍ୟୁରୋ:ଗତକାଲି ବିଳମ୍ବିତ ରାତିରେ ଯଶିପୁର ଥାନା ୪୯ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହା ଠାରେ ଥିବା ଏସବିଆଇ ଏଟିଏମରୁ କିଛି ଲୁଟେରା ଏଟିଏମକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।ସୂଚନା ପାଇବା ପରେ ଘଟଣା ସ୍ଥଳରେ ଜସିପୁର…

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ପେଟ୍ରୋଲ ପମ୍ପ ଉପରେ ପ୍ରଭାବ

ଶବ୍ଦ ଓଡିଶା ବ୍ୟୁରୋ: ଡ୍ରାଇଭର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପଡ଼ିଛି ପେଟ୍ରୋଲ ପମ୍ପ ଉପରେ । ଦୁଇଦିନର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏମିତିକି ଲୋକେ ଅଧିକ ଅଧିକ ଟଙ୍କାର…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ…

ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ରିଷେପ୍ସନ ପାର୍ଟିରେ ଯୋଗଦେଲେ ପ୍ରତିଷ୍ଠିତ ନେତା ମନ୍ତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିବାହ ସରିଛି।ବିବାହ ପରେ ରିସେପ୍ସନ ପାର୍ଟିର ଆୟୋଜନ ଦିଲ୍ଲୀର ଏୟାରଫୋର୍ସ ଅଡିଟୋରୀୟମ କରାଯାଇଥିଲା।ଏହି ପାର୍ଟିରେ ରାଜନୈତିକ କ୍ଷେତ୍ରର ପ୍ରତିଷ୍ଠିତ ନେତା ପହଞ୍ଚିଥିଲେ। ଯେଉଁଥିରେ ମୁଖ୍ୟରେ ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ରାଜ୍ୟରେ ସ୍ୱାଭାବିକ ହେବ ଘରୋଇ ବସ ଚଳାଚଳ

ଶବ୍ଦ ଓଡିଶା ବ୍ୟୁରୋ: ବନ୍ଦ ରହିବ ନାହିଁ ଘରୋଇ ବସ୍ ଚଳାଚଳ । ଏନେଇ ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଗତକାଲି ଡ୍ର୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର…

୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର, ୬୦% ବଢିଲାଣି କରୋନା ସଂକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…

ପଶ୍ଚିମାଝଡ଼ ପରେ ଆଜିଠୁ ବଢ଼ିବ ବର୍ଷା: ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମାଝଡ଼ ପରେ ବଢ଼ିପାରେ ବର୍ଷା । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର…