ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ପେଟ୍ରୋଲ ପମ୍ପ ଉପରେ ପ୍ରଭାବ

ଶବ୍ଦ ଓଡିଶା ବ୍ୟୁରୋ: ଡ୍ରାଇଭର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପଡ଼ିଛି ପେଟ୍ରୋଲ ପମ୍ପ ଉପରେ । ଦୁଇଦିନର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏମିତିକି ଲୋକେ ଅଧିକ ଅଧିକ ଟଙ୍କାର ତେଲ ପକାଇବାକୁ ପଛାଇ ନଥିଲେ । ଯାହାଦ୍ୱାରା ରାଜ୍ୟର ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପ ଦିନ ଅଧାରୁ ବନ୍ଦ ହୋଇଯାଇଥିଲା । ଏବେ ରାଜ୍ୟରେ ଯେତିକି ତେଲ ମହଜୁଦ ରହିଛି, ତାହା ଆଜି ସନ୍ଧ୍ୟା ଯାଏଁ ଚଳିଯିବ । କିନ୍ତୁ ଏହା ପରେ ସ୍ଥିତି ଅଣାୟତ ହୋଇପଡ଼ିବ ।

You May Also Like

More From Author

+ There are no comments

Add yours