ବିଳମ୍ବିତ ରାତିରେ ଗ୍ୟାସ୍ କଟରରେ ଏଟିଏମ କାଟିଲେ ଦୁର୍ବୃତ୍ତ ,ଲୁଟିନେଲେ ଲକ୍ଷାଧିକ ଟଙ୍କା

ଶବ୍ଦମିଡ଼ିଆ ବ୍ୟୁରୋ:ଗତକାଲି ବିଳମ୍ବିତ ରାତିରେ ଯଶିପୁର ଥାନା ୪୯ନଂ ଜାତୀୟ ରାଜପଥ ପାର୍ଶ୍ଵ ଧୋବାଡିହା ଠାରେ ଥିବା ଏସବିଆଇ ଏଟିଏମରୁ କିଛି ଲୁଟେରା ଏଟିଏମକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।ସୂଚନା ପାଇବା ପରେ ଘଟଣା ସ୍ଥଳରେ ଜସିପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ କରୁଛି।

You May Also Like

More From Author

+ There are no comments

Add yours