ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ ଦ୍ୱିତୀୟ ଏଫଆଇଏଚ ପ୍ରୋ ଲିଗ
ଶବ୍ଦମିଡ଼ିଆ ବ୍ୟୁରୋ:ନିକଟରେ ଏଫଆଇଏଚ ପୁରୁଷ ହକି ବିଶ୍ୱକପ ଓଡ଼ିଶା ସରକାର ସଫଳତାର ସହ ଆୟୋଜନ କରି ଶେଷ କରିଛନ୍ତି।ଏହା ମଧ୍ୟରେ ପୁରୁଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ପ୍ରଥମ ପର୍ଯ୍ୟାୟର ଘରୋଇ ମ୍ୟାଚ୍ ଭାରତ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ…