Sun. Nov 29th, 2026

Month: January 2023

ହିମାଚଳରେ ହିମ ବର୍ଷା

ସ୍ନୋଫଲ୍ ବା ତୁଷାରପାତ ଦେଖିଲେ ଲାଗେ ସତେକି ସ୍ୱର୍ଗରୁ ତୁଳା ଖସୁଛି, ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ତୁଷାରପାତରେ ପ୍ରକୃତି ରାଣୀ…

ଆଜିଠାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ , ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବସିବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିବ । କେଉଁ ରଣନୀତି ନେଇ ଦଳ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ସେନେଇ ନେତାଙ୍କ ମଧ୍ୟରେ ଆଲୋଚନା…

ପୁରୁଷ ହକି ବିଶ୍ୱକପ, କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜିଠାରୁ ଖେଳାଯିବ କ୍ରସ ଓଭର ମ୍ୟାଚ । ପୂର୍ବରୁ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିସାରିଛନ୍ତି । ଗ୍ରୁପ ପର‌୍ୟ୍ୟାୟରେ ଟପରେ ରହି ଏହି ଦଳ ସିଧାସଳଖ କ୍ୱାର୍ଟରରେ ପହଞ୍ଚିଛନ୍ତି । ସେହିଭଳି…

କ୍ଷତିପୂରଣ ପ୍ରଦାନ ନକରିବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ନକରିବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ଦୁଇ ଅଧିକାରୀଙ୍କ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୬୦ ବର୍ଷ ତଳେ ଜଳସେଚନ ପ୍ରକଳ୍ପ ପାଇଁ ଜାଗା…

ଓଡିଆ ଭାଷାରେ ହେବ ଏସଏସସି ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଥମ ଥର ଏସଏସସି ପରୀକ୍ଷା ଓଡିଆ ଭାଷାରେ ହେବ । ଓଡିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବାକୁ ଯାଉଛି । ମଲ୍ଟି-ଟାସ୍କିଂ ନନଟେକନିକାଲ ଷ୍ଟାଫ ଏକଜାମିନେସନ -୨୦୨୨ରେ ବିଭିନ୍ନ ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ…

ଲୋକ ମହୋତ୍ସବ ଚଇତି,ତୃତୀୟ ସନ୍ଧ୍ୟାରେ ଗୀତରେ ଝୁମିଲେ ଦର୍ଶକ

ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟା ଖୁବ ଚିତ୍ତାକର୍ଷକ ହୋଇଥିଲା । ଭରପୁର ଦର୍ଶକଙ୍କ ଭିଡ଼ ଭିତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରଥମେ ନିମନ୍ତ୍ରିତ…

ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ,ପ୍ରସ୍ତାବିତ ବିଜ୍ଞାନ ବ୍ଲକର ଶିଳାନ୍ୟାସ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ,…

ଉଦ୍ୟାନ କୃଷି ତାଲିମ୍ କାର୍ଯ୍ୟକ୍ରମ ସମାପନ

ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଭୁବନେଶ୍ଵର ର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ କେନ୍ଦ୍ର ଠାରେ ଚାଲିଥିବା ପାଞ୍ଚ ଦିନିଆ ଉଦ୍ୟମ କୃଷି ତାଲିମ୍ କାର୍ଯ୍ୟକ୍ରମ ଶେଷ ହୋଇଛି l ଆଜି ଅହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ…

ଆଇନ ବୁଝାଇଲେ ଆଇନଜୀବୀ, ଚଇତିରେ ଆଇନ ସେବା ପ୍ରାଧିକରଣର ଷ୍ଟଲ

ରାୟଗଡା: (ଅଜିତେଶ ପଟ୍ଟନାୟକ) ରାୟଗଡା ଚଇତି ମହୋତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ତରଫରୁ ଜିସିଡି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦ୍ୱାରା ଏକ…

ବିଶ୍ୱକପ ପୁରୁଷ ହକି ଅବସରରେ ବାଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡିଶାରେ ଆୟୋଜିତ ବିଶ୍ୱକପ ପୁରୁଷ ହକି ପ୍ରତିଯୋଗିତାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସରରେ ବିଶ୍ୱକପକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ । ଖେଳର ସିଧାପ୍ରସାରଣ…