Thu. Oct 15th, 2026

Month: December 2022

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’

ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ…

ଏଟିଏମ ରୁ ବାହାରିବ ସୁନା

ଏଟିଏମ କହିଲେ ସାଧାରଣ ଭାଷାରେ ଟଙ୍କା ଉଠାଇବା ମେସିନକୁ ହିଁ ବୁଝାଇଥାଏ । କିନ୍ତୁ ଆମେ ଯଦି ଆପଣଙ୍କୁ କହୁ କି ଏପରି ଏକ ଏଟିଏମ ରହିଛି ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ସୁନା । ତେବେ ଆପଣ ଶୁଣି ତାଜୁବ୍…

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ

ମୀରାବାଇଙ୍କୁ ରୌପ୍ୟଭାରତକୁ ମିଳିଲା ଆଉ ଏକ ପଦକ । ଭାରୋତୋଳନ ତାରକା ତଥା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୀରାବାଈ ଚାନୁ ବିଶ୍ୱ ଚାମ୍ପିୟନରେ ଇତିହାସ ସୃଷ୍ଟି କରିଛନ୍ତି । କଲମ୍ବିଆ ବଗୋଟାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନସିପରେ ଭାରତ୍ତୋଳନରେ ଦେଶ…

ଫିଲ୍ଡକୁ ଓହ୍ଲାଇବେ ମହିଳା ଅମ୍ପାୟାର

ଆଗାମୀ ରଣଜୀ ଟ୍ରଫିରେ ମହିଳା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଂଟରେ ମହିଳା ଅମ୍ପାୟାର୍ସଙ୍କୁ ମିଳିବ ନିଯୁକ୍ତି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ…

ଦିଲ୍ଲୀରେ ଦିଲ୍ ଜିତିଲା ଆପ୍

ଆସିଲା ଏମସିଡି ଫଳାଫଳା । ଦିଲ୍ଲୀରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ୧୩୪ ଟି ସିଟ ସହ ବିଜେପିକୁ ଦେଇଥିଲା କଡ଼ା ଟକ୍କର । ୧୫ ବର୍ଷର ବିଜେପି ଗଡରେ ଝାଡୁ ମାରିଦେଲେ କେଜ୍ରିୱାଲ ସେନା । ଦିଲ୍ଲୀରେ…

ଚାଲିଛି ଅପରେସନ ତନ୍ମୟ

ଚାଲିଛି ଅପରେସନ ତନ୍ମୟ। ବୋରୱେଲ ଗାତରେ ଫସି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସିପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର ବୋଲି ଜଣାପଡିଛି । ତନ୍ମୟ, ବାପା ସୁନୀଲ…

କାୟାକଳ୍ପ ତରଫରୁ ମହାବିଦ୍ୟାଳୟ ସ୍ତରୀୟ କୁଇଜ କାର୍ଯ୍ୟକ୍ରମ

କାୟାକଳ୍ପ ତରଫରୁ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗୀତା । ପୁରୀ ପୁବା ଶାସନ ସ୍ଥିତ ମହାତ୍ମା ଗାନ୍ଧୀ ସ୍ମୃତି ଶିକ୍ଷା ବୈଷୟିକ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। କଲେଜର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ଏହାକୁ ଉଦଘାଟନ କରିଥିଲେ । ସମାଜସେବୀ…

ଶ୍ରଦ୍ଧାଞ୍ଜଳି ଦେବା ସହ ସଂସଦ ବୁଲି ଦେଖିଲେ ଶୀତିଲଗ୍ନା

ସଂସଦ ବୁଲି ଦେଖିବା ସହ ସଂସଦର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଭାରତର ମହାନ ଜନନାୟକ ତଥା ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ୧୩୦ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଇଂରାଜୀ ଭାଷାରେ ନିଜର ବକ୍ତବ୍ୟ ପ୍ରଦାନ କରି ଅଜସ୍ର…

ରାୟଗଡାରେ ଋଷୀୟ ସାଂସଦ ପାୱେଲ ଆନ୍ଥୋବଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା?

ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ହୋଟେଲର ତୃତୀୟ ମହଲାରୁ ଖସିପଡିବା ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କ ବନ୍ଧୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା…

ମନୁଷ୍ୟକୃତ ଥିଲା କରୋନା!

ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ । କରୋନା ଭାଇରସ କୁ ନେଇ ପୁଣି ବିବାଦ ତେଜିବାରେ ଲାଗିଛି । ଜୈବିକ ଅସ୍ତ୍ର ଭାବେ ଉହାନ ଲାବ୍ରୋଟୋରୀରୁ ବାହାରିଛି ଭାଇରସ । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ ୧୯ ଭାଇରସର…