ବାଣପୁର ନରେନ୍ଦ୍ରପୁରରେ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଣପୁର : ବାଣପୁର ବ୍ଲକର ସ୍ମାର୍ଟ ପଂଚାୟତ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ସାତ ଦିନ ବ୍ୟାପି ଚାଲିଥିବା ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଏଥିରେ ଯୁବକ ଯୁବତୀ ମାନଙ୍କୁ ଟାକ୍ସ ଫୋର୍ସ, ପ୍ରାଥମିକ ଚିକିତ୍ସା ଓ ମ୍ୟାନେଜମେଣ୍ଟ ଆଦି…