ଆର୍ଯ୍ୟଭୂମି ଲଦାଖ-୧ –
ଲେହ’ରେ ପହଞ୍ଚିବା ବେଳକୁ ଘଡ଼ିରେ ବାଜିଥିଲା ସକାଳ ସାଢ଼େସାତ। ଆମେ ୨୦୨୨ ସେପ୍ଟେମ୍ବର ୨୭ର ସୂର୍ଯ୍ୟୋଦୟ ଦେଖିଥିଲୁ କିଛି ସମୟ ଆଗରୁ ଆକାଶରୁ – ହିମାଳୟ ପର୍ବତମାଳା ଉପରୁ – ନୂଆଦିଲ୍ଲୀରୁ ଲେହ ଆସୁଥିବା ସ୍ପାଇସ ଜେଟ୍ ବିମାନ’ର ଝରକାରୁ। କିନ୍ତୁ…
ଲେହ’ରେ ପହଞ୍ଚିବା ବେଳକୁ ଘଡ଼ିରେ ବାଜିଥିଲା ସକାଳ ସାଢ଼େସାତ। ଆମେ ୨୦୨୨ ସେପ୍ଟେମ୍ବର ୨୭ର ସୂର୍ଯ୍ୟୋଦୟ ଦେଖିଥିଲୁ କିଛି ସମୟ ଆଗରୁ ଆକାଶରୁ – ହିମାଳୟ ପର୍ବତମାଳା ଉପରୁ – ନୂଆଦିଲ୍ଲୀରୁ ଲେହ ଆସୁଥିବା ସ୍ପାଇସ ଜେଟ୍ ବିମାନ’ର ଝରକାରୁ। କିନ୍ତୁ…
ଆଇପିଏସ ସ୍ତରରେ ବଡ ଅଦଲବଦଳ । ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଇଜି । ସେହିପରି ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଦାୟିତ୍ୱ ମିଳିଲା । ଅନୁଗୁଳର…
ଭୁବନେଶ୍ୱର – ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଠାରେ ଡିସେମ୍ୱର ୧୬ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ କ୍ରିଏଟିଭ,ବାଦାମବାଡି ଦ୍ୱାରା ପ୍ରକାଶିତ ସୁଷମା ବାରିକଙ୍କ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ପୁସ୍ତକ କଟକ ଟାଉନ ହଲ ଠାରେ୍ ଉନ୍ମୋଚିତ ହୋଇଛି । ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ…
କର୍ତବ୍ୟ ଆଗରେ ସବୁ କିଛି ପର । ସେ ଜଣେ ସାଧାରଣ ଜନତା ହେଉ ଅବା ଜଣେ ବଡ଼ ନେତା । ବ୍ୟକ୍ତିଗତ ଜୀବନକୁ ପଛରେ ପକାଇ ବୃତିଗତ ଜୀବନକୁ ଗୁରୁତ୍ୱ ଦିଆଯାଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ…
ବାଣପୁର ଗ୍ରାମୀଣ ମହିଳା ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ୩୦ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁରର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ଶ୍ରୀ…
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟବାସୀଙ୍କୁ ନୂଆ ବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତିରିକ୍ତ ମହାଙ୍ଗା ଭତାକୁ ନେଇ ଆସିଲା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତା ୪% ବୃଦ୍ଧି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୨ ଦିନ ପୂର୍ବେ ହୀରାବେନ ଅହମ୍ମଦାବାଦର ୟୁଏନ୍ ମେହଟା ହସ୍ପିଟାଲରେ ଭର୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ…
ଚୀନ ସମେତ ଅନ୍ୟ କେତେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଭାରତର ଚିନ୍ତା ବଢ଼ାଇଛି। ତେବେ ଭାରତରେ ସମ୍ଭାବ୍ୟ କରୋନା ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।…
କଥାରେ ଅଛି ଚାକିରୀ କରିବ ପୁଲିସି, ମାଛ ଖାଇବ ଇଲିସି । ଅନେକ ସମୟରେ ପୋଲିସ ବାବୁଙ୍କ ଚେହେରା ଓ ତାଙ୍କ ଶରୀରର ଗଠନକୁ ନେଇ ଅନେକ ଭିଡିଓ ଭାଇରାଲ ହେବାର ଆମେ ଦେଖିଥାଉ । ତେବେ ଏନେଇ ଅନେକ ପ୍ରଶ୍ନ…