1 min read
Exclusive Latest Trending ଓଡ଼ିଶା ଦେଶ ଖବର ଦେଶ ବିଦେଶ ବିଜ୍ଞାନ

ସପ୍ତମ ଦେଶ ଭାବେ ଚନ୍ଦ୍ରରେ ପାଦ ରଖିଲା ଦକ୍ଷିଣ କୋରିଆ

ଚନ୍ଦ୍ର ପୃଷ୍ଠରେ ପାଦ ରଖିଛି ଦକ୍ଷିଣ କୋରିଆ। ପୃଥିବୀର ସପ୍ତମ ଦେଶ ଭାବେ ପାଇଛି ଏହି ସଫଳତା। ଚନ୍ଦ୍ର ମିଶନ ଆରମ୍ଭ କରି ଏହାର କକ୍ଷପଥ ସ୍ପେସ୍ ଏକ୍ସ ଫାଲକନ୍-୯ ରେ ଯାତ୍ରା କରିଥିଲା। [more…]

1 min read
Latest Popular Trending ଦେଶ ଖବର ଦେଶ ବିଦେଶ

ବିଶୁଦ୍ଧ ଜଳ ନାଁରେ ବିଷ ପିଉଛନ୍ତି ଦେଶବାସୀ

ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ [more…]

0 min read
Latest Trending ଓଡ଼ିଶା ଦେଶ ଖବର

ସାତକୋଶିଆକୁ ରାମସାରର ମାନ୍ୟତା

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ [more…]

1 min read
Latest Popular Trending

5G ଲଞ୍ଚ୍‌ ନେଇ ରିଲାଏନ୍ସ ଜିଓର ଇସାରା

ନିଲାମୀ ଶେଷ ହୋଇଛି ଫାଇଭ-ଜି(5G) ସ୍ପେକ୍ଟ୍ରମ। ତେବେ ଏଥିରେ ଆଗରେ ରହିଛି ରିଲାଏନ୍ସ ଜିଓ। ଏବେ ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଯଦିଓ 5G ପ୍ଲାନ୍‌ [more…]

0 min read
Latest Trending

ଗାଡ଼ି ମାର୍କେଟରେ ଲୋକଙ୍କ ମାରୁତି ସୁଜୁକି କ୍ରେଜ୍

ଆଜିର ଅଟୋମୋବାଇଲ୍ସ ଯୁଗରେ ଗୋଟିଏ ପରେ ଗୋଟିଏ ଭଳିକି ଭଳି ଗାଡ଼ି ବଜାରକୁ ଆସିଲାଣି। ଗାଡ଼ି ମାର୍କେଟରେ ଇଞ୍ଜିନିୟର୍ସମାନଙ୍କ ମଧ୍ୟରେ ନୂଆ ଏବଂ ଗ୍ରାହକମାନଙ୍କର ମନମୁତାବକ ଗାଡ଼ି ଯୋଗାଇଦେବା ପାଇଁ ଲାଗିଛି ପ୍ରତିଯୋଗିତା। ପୂର୍ବରୁ [more…]

1 min read
Popular Trending ଦେଶ ଖବର ବ୍ୟକ୍ତିତ୍ଵ ସହର

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା [more…]

1 min read
Trending ଦେଶ ଖବର ଦେଶ ବିଦେଶ

ପୁଣି ଭାରତର ସ୍ବର୍ଗ କାଶ୍ମୀରକୁ ଫେରିଛି ପର୍ଯ୳ଟନର ବାଟ

ଶାନ୍ତ ହୋଇଯାଇଛି ପରିବେଶ । ଚୁପ୍ ହୋଇଯାଇଛନ୍ତି ବନ୍ଧୁକ ଓ ତୋପ। ଫେବୃଆରୀ ୨୦୨୦ ରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବା ପରଠାରୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ [more…]

0 min read
Latest Trending ଦେଶ ଖବର ଦେଶ ବିଦେଶ

ସଙ୍କଟ ଘେରରେ ନୈନିତାଲ

ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ [more…]

1 min read
Latest Trending ଦେଶ ଖବର

କ’ଣ ଥିଲା ଦ୍ରୌପଦୀଙ୍କର ପ୍ରକୃତ ନାଁ?

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ [more…]

0 min read
Latest Popular Trending ସ୍ଵାସ୍ଥ୍ୟ

ଛୋଟ ପିଲାଙ୍କ ମୋବାଇଲ ନିଶା; ବୃଦ୍ଧି କରୁଛି ରୋଗର ଗନ୍ତାଘର

ଯଦି ଆପଣ ମଧ୍ୟ ମୋବାଇଲ୍ ସହ ନିଜ ଛୋଟ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି, ତେବେ ସତର୍କ ରୁହନ୍ତୁ । ଖେଳ ସହ ଆପଣ ତାଙ୍କୁ ଆଖି ରୋଗ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ଚିଡଚିଡା [more…]