Sun. Nov 29th, 2026

Category: Popular

ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ: ତୃତୀୟ ଦିବସକୁ ଉପଭୋଗ କଲେ ଦର୍ଶକ

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ଅର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ (International Sand art Festival)ର ଆଜି ହେଉଛି ୩ୟ ଦିବସ । ଆଜି ବାଲୁକା ଶିଳ୍ପୀ ମାନେ ଇକୋ ପର୍ଯ୍ୟଟନ ଓ ପର୍ବପର୍ବାଣିକୁ ବାଲି ମାଧ୍ୟମରେ ଦେଖାଇଛନ୍ତି । ଇକୋ…

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ସୁନ୍ଦର ପିଚାଇ

ପୁଣି ଚର୍ଚ୍ଚାରେ ସୁନ୍ଦର ପିଚାଇ। ଏଥର ଭାରତକୁ ନେଇ ‌ତାଙ୍କର ମନ୍ତବ୍ୟ ଏବେ ତାଙ୍କୁ ପ୍ରଶଂସାର ପାତ୍ର କରିଛି । ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ…

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ

ରୋଜଗାରରେ ଦକ୍ଷିଣ, ଜନସଂଖ୍ୟାରେ ମଧ୍ୟ ଭାରତ, ଗରିବୀରେ ବିହାର ସବୁଠୁ ଆଗରେ । ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ଦିନକୁ ଦିନ ଦୂରତା ବଢିବାରେ ଲାଗିଛି । ଧନୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସେହି ଅନୁପାତରେ ଗରିବଙ୍କ ସଂଖ୍ୟା ହ୍ରାସ…

ଚର୍ଚ୍ଚାରେ କିନ୍ନର ଡାକ୍ତର

ସମାଜରେ ଲିଙ୍ଗଗତ ଭେଦଭାବ ଏକ ବିରାଟ ସମସ୍ୟା । ସାଧାରଣତଃ ପୁରୁଷ ଏବଂ ମହିଳାଙ୍କ ତୁଳନାରେ କିନ୍ନରମାନଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖାଯାଇଥାଏ । ଯାହାକୁ ଏବେ ଭୁଲ ପ୍ରମାଣିତ କରିଛନ୍ତି ଦୁଇ କିନ୍ନର । ଭିକ୍ଷା ବୃତି ତଥା ଦେହ ବେପାରକୁ…

ପ୍ରଦୂଷଣ କମାନ୍ତୁ, ବିଶ୍ୱକୁ ସୁରକ୍ଷିତ ରଖନ୍ତୁ

ଦିନକୁ ଦିନ ପ୍ରଦୂଷଣ ସମଗ୍ର ବିଶ୍ୱର ଚିନ୍ତାର କାରଣ ପାଲଟିଛି । ଜନ ଜୀବନ ସଂକଟ ଦେଇ ଗତି କରୁଛି । ଏନେଇ ଲୋକେ ବହୁତ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି । ପ୍ରଦୂଷଣ ଯୋଗୁ ଜୀବନ ଉପରେ ଭରଷା କମି…

ଅଫେରା ରାଇଜରେ ଝରଣା

ଆଉ ନାହାନ୍ତି ଅଭିନେତ୍ରୀ ଝରଣା ଦାସ । କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଝରଣା ଦାସ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି ।…

ଆସିବ ଡିଜିଟାଲ ମୁଦ୍ରା, ପେମେଣ୍ଟ ଆପର ହେବ କଣ?

ମାତ୍ର କିଛି ସମୟର ଅପେକ୍ଷା ଭାରତରେ ଆସିବ ଡିଜିଟାଲ ଟଙ୍କା । ଡିଜିଟାଲ ମୁଦ୍ରାର ପ୍ରଥମ ଟଙ୍କା ବଜାରକୁ ଆସିବ। ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ଭାବେ ଜଣାଯିବ। ଏହା ରିଜର୍ଭ ବ୍ୟାଙ୍କର ଋଣ ଦେବା ଏବଂ…

ଫଶିଗଲା ଗୁଗଲ!

ସାବାଡ ହେବ ଗୁଗଲ । ଗଣିବାକୁ ପଡିବ ତଣ୍ଡ । ଗୁଗଲର ମନମାନି ନୀତି ଏବେ ବନ୍ଦ ହେବ । ମିଚିଗାନ୍ ଆଟର୍ଣ୍ଣି ଜେନେରାଲ ଡାନା ନେସେଲ୍ ଏନେଇ ଘୋଷଣା କରିଛନ୍ତି । ଲୋକେସନ ଇସ୍ୟୁ କୁ ନେଇ କରାଯାଇଛି ଏହି…

ପ୍ଲେ ବଏ’ର କିଲର କାହାଣୀ….

ଚର୍ଚ୍ଚାରେ ଦିଲ୍ଲୀର ସାଇକୋ ବୟଫ୍ରେଣ୍ଡର ବିଭତ୍ସ ହତ୍ୟାକାଣ୍ଡ । ଗାର୍ଲଫ୍ରେଣ୍ଡକୁ ୩୫ଖଣ୍ଡ କରିବା ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଜହ୍ଲାଦ ପ୍ରେମିକର କଳାକାରନାମା ଉପରୁ ହଟୁଛି ପରଦା…

କୁଆଡେ ଗଲା ଶ୍ରଦ୍ଧାଙ୍କ କଟା ମୁଣ୍ଡ?

ଦିଲ୍ଲୀ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା । ଶ୍ରଦ୍ଧାଙ୍କ କଟାମୁଣ୍ଡକୁ ଖୋଜୁଛି ପୋଲିସ । ବୟଫ୍ରେଣ୍ଡ ଅଫତାବ ଖଣ୍ଡ ଖଣ୍ଡ କରିଥିବା ଶରୀରର ଅନ୍ୟ ଅଂଶକୁ ପୋଲିସ ଉଦ୍ଧାର କରିଥିବା ବେଳେ କଟାମୁଣ୍ଡ ମିଳୁନଥିବା କହିଛି ପୋଲିସ । ଅଫତାବଙ୍କ ଘରେ…