ଡିଗ୍ରୀକୁ ନେଇ ଏମିତି କହିଲେ ପାଓ୍ବାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଶିବସେନା ନେତା ଉଦ୍ଧବ ଠାକ୍ରେ ଓ ଅନ୍ୟ ବିରୋଧୀ ନେତାମାନେ ପ୍ରଶ୍ନ ଉଠାଇଆସୁଥିବାବେଳେ ଏହା କ’ଣ ଏକ ରାଜନୈତିକ ପ୍ରସଙ୍ଗ କି ବୋଲି ପାଓ୍ବାର କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ…
କ୍ଷମା ମାଗିଲେ ଦଲାଇ ଲାମା
ଜଣେ ବାଳକ ଓ ଦଲାଇ ଲାମାଙ୍କ ଚୁମ୍ବନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ବିବାଦ ସୃଷ୍ଟି କରିଥିଲା।ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ସହ ସେ କୌତୁକିଆ ଆଚରଣ କରିବା ସହ ସବୁବେଳେ ଚିଡ଼ାନ୍ତି ବୋଲି ସଫେଇ ଦେଇ…
କେନ୍ଦ୍ରର ନୂଆ ଆଇଟି ନିୟମକୁ ନେଇ ବର୍ଷିଲା କଂଗ୍ରେସ
ଶନିବାର ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ନୂଆ ଆଇଟି ନିୟମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଦଳର ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି କି, ଦେଶର ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚପରାସୀମାନେ ନିୟନ୍ତ୍ରିତ କରୁଛନ୍ତି ।…
ଇଣ୍ଟରନେଟରେ ନିଆଁ ଲଗାଉଛି ‘ପୁଷ୍ପା ୨’ ପୋଷ୍ଟରର ଝଲକ
ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ ଦେଖୁ ଦେଖୁ…
ପିଲାଙ୍କୁ ବିଗାଡୁଛି ଇଣ୍ଟରନେଟ
ଦିନକୁ ଦିନ ଯୁବପିଢ଼ି ଇଣ୍ଟରନେଟରେ ଅଧିକ ସମୟ ବିତାଉଛନ୍ତି। ଯାହାଫଳରେ ଅନେକ ମାନସିକ ରୋଗ ସୃଷ୍ଟି ହେଉଛି। ଅନ୍ଲାଇନ୍ ଗେମିଂ ହେଉ ବା ସାମାଜିକ ଗଣମାଧ୍ୟମର ବ୍ୟବହାର ବା ଭିଡିଓ ଦେଖିବା ପାଇଁ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି। ଯୁବପିଢ଼ି ଏହାର…
ହତ୍ୟା ଧମକ ପରେ ଗଣମାଧ୍ୟମକୁ ଏମିତି କହିଲେ ସଲମାନ ଖାନ୍
ବଲିଉଡ ସୁପରଷ୍ଟାର ସଲମାନ ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ପ୍ରଶ୍ନ କରାଯାଇଥିଲା କି ଆପଣ ଭାରତର ଭାଇଜାନ। ହେଲେ ଆପଣଙ୍କୁ ଧମକ ଦିଆଯାଉଛି। ଯାହାର ଉତ୍ତରରେ ସେ କହିଛନ୍ତି, ମୁଁ ସମସ୍ତଙ୍କର ଭାଇ…
୩ ଓଡ଼ିଆଙ୍କୁ ପଦ୍ମ ସମ୍ମାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହରେ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର…