ଭାରତୀୟ ରାଜନୀତିରେ ଜାତୀୟ ରାଜନୈତିକ ଦଳ ତାଲିକାରେ ଯୋଡ଼ି ହେଲା ଆଉ ଏକ ନାଁ। ଆମ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଜାତୀୟ ଦଳ ମାନ୍ୟତା ପ୍ରଦାନ କଲେ ନିର୍ବାଚନ କମିଶନ। ସେପଟେ ଅନ୍ୟ ୩ଟି ପାର୍ଟିରୁ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଏନସିପି, ଟିଏମସି ଓ ସିପିଆଇର ମାନ୍ୟତା ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି।