କଲବଲ କରୁଛି ତାତି

ଅସହ୍ୟ ତାତିରେ ସିଝୁଛି ଓଡ଼ିଶା। ୪୦° ପାଖାପାଖି ଛୁଇଁଛି ତାପମାତ୍ରା। ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟ ଅଂଚଳରେ ମଧ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ସାଧାରଣ ଲୋକେ।

ଭୁବନେଶ୍ୱର: ୩୯ ଡ଼ିଗ୍ରୀ

ସମ୍ବଲପୁର: ୩୮  ଡ଼ିଗ୍ରୀ

ଝାରସୁଗୁଡା: ୩୭.୬ ଡ଼ିଗ୍ରୀ

ଚାନ୍ଦବାଲି: ୩୭.୪ ଡ଼ିଗ୍ରୀ

ବାଲେଶ୍ୱର: ୩୬.୮ ଡ଼ିଗ୍ରୀ

ହୀରାକୁଦ: ୩୬.୨ ଡ଼ିଗ୍ରୀ

କେନ୍ଦୁଝର: ୩୫.୪ ଡ଼ିଗ୍ରୀ 

ଗୋପାଳପୁର: ୩୪  ଡ଼ିଗ୍ରୀ

ପୁରୀ: ୩୩.୮ ଡ଼ିଗ୍ରୀ

ପାରାଦୀପ: ୩୨.୮ ଡ଼ିଗ୍ରୀ

You May Also Like

More From Author

+ There are no comments

Add yours