ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି
ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ, ସରକାର…
ବାହନଗା ରେଳ ଦୁର୍ଘଟଣାରେ ସିଆରଏସ ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଇ ନାହିଁ ପ୍ରଶ୍ନ ଆଣିଲା କଂଗ୍ରେସ
ବାହାନଗାର ମର୍ମତୁନ୍ଦ ତଥା ଭୟାବହ ରେଳଦୁର୍ଘଟଣା ସଂପର୍କରେ ଗତ ଜୁନ-୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆରଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ମାତ୍ର ଆଜକୁ ୪ଦିନ ବିତିଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ…
ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ତାତିଲା କଂଗ୍ରେସ; ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଲା ଅଣ୍ଡା ମାଡ଼
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଜାରି ରହିଛି ଟାଟା ପାୱାରର ମନମାନି । ଅଘୋଷିତ ବିଦ୍ୟୁତ କାଟରେ ଏବେ ଅତିଷ୍ଠ ହୋଇଗଲେଣି ଲୋକେ । ଏଣୁ…
ସୁବର୍ଣ୍ଣପୁରରେ ବିଜେଡ଼ିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ନୂତନ ଟାଉନ ହଲ ଠାରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେଡିର ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିବା ବେଳେ ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ଦେବେଶ ଆଚାର୍ଯ୍ୟଙ୍କ ସହିତ…
ସୁନା ବେଶ ଅବସରରେ ”ଶବ୍ଦ ସମର୍ପଣ” ବହି ସମର୍ପିତ
ପୁରୀ : ପବିତ୍ର ସୁନା ବେଶ ଅବସରରେ ଭୁବନେଶ୍ଵରର ଶବ୍ଦ ମିଡିଆ ତରଫରୁ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଛି ଏକ କଫି ଟେବୁଲ ବୁକ୍, ଶବ୍ଦ ସମର୍ପଣ। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କିଛି ତଥ୍ୟ ,କିଛି ଅନୁଭବ ଓ ବିଶ୍ଵାସର କାହାଣୀ ,ତଥ୍ୟ,…
ସୁନା ଛାଉଁଣୀରେ ଦର୍ଶନ ଦେଉଛନ୍ତି ତିନିଠାକୁର
ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ମହଣ ମହଣ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ। ଆଜି ସକାଳ 7ଟାରେ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ, ତଡ଼ପଲାଗି…
ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ
ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ…