ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି
ପୁଣି ବଢିଲା ଆଧର-ପ୍ୟାନ କାର୍ଡ ଲିଙ୍କ୍ ସମୟ ଅବଧି। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଜୁନ ୩୦କୁ ଘୁଞ୍ଚିଛି। ତେବେ ମ୍ୟୁଚୁଆଲ୍ ଫଣ୍ଡ୍ ଗ୍ରାହକମାନଙ୍କ ଲାଗି ମନୋନୟନ ବିବରଣୀ ଦେବାର ସମୟ…