ଲିଭର ‘ସିରୋସିସ୍’ କ’ଣ? କେମିତି ଜାଣିବେ ଲକ୍ଷଣ?
ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏହି ଲିଭର ସିରୋସିସ୍ ରୋଗ କ’ଣ, କାହିଁକି ଏହି ରୋଗ ହୁଏ ? ଏହି ରୋଗ ହେଲେ…
ଆସୁଛି ଖରାଦିନ; କିପରି ରଖିବେ ନିଜକୁ ସୁରକ୍ଷିତ?
ଆସୁଛି ଗ୍ରୀଷ୍ମ ଋତୁ । ଚଳିତ ବର୍ଷ ଫେବୃଆରୀରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ତାପମାତ୍ରା ବୃଦ୍ଧିକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ମାସରେ ପ୍ରବଳ ଗରମ ଅନୁଭବ ହେବ । କେବଳ ଗରମ ନୁହେଁ…
କେତେ ସୁବିଧା ଆଣିବ ରାପିଡ ଟ୍ରେନ?
ରାପିଡ ଟ୍ରେନକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହାର ଫାଇଦା ବିଷୟରେ ଅନେକ ଲୋକ ଏବେ ବି ଜାଣି ନାହାନ୍ତି । ଏଥିରେ ଲୋକଙ୍କ ଯାଅ ଆସକୁ ସୁବିଧା କରିବା ପାଇଁ ରହିଛି ଅନେକ ବ୍ୟବସ୍ଥା । ରାପିଡ ଟ୍ରେନର…
ଆର୍ଯ୍ୟଭୂମି ଲଦାଖ-ଭାଗ ୧୦
ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ…
ଭାଜପାକୁ ହରାଇବା ପାଇଁ ବିରୋଧୀ ଏକାଠି
ବିଜେପିକୁ ମାତ୍ ଦେବେ ବିରୋଧୀ । କାରଣ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏକାଠି ହୋଇଛନ୍ତି ବିରୋଧୀ ଦଳର ନେତା । ଯାହାର ନେତୃତ୍ୱ ନେଇଛନ୍ତି ଫାରୁକ ଅବଦୁଲ୍ଲା । ଗୋଟିଏ ପଟେ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ସରିଥିବା…
ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନ୍ଭେନସନ୍ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ବଚ୍ଛ କର୍ମୀ,ସ୍ବଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ…
ଆର୍ଯ୍ୟଭୂମି ଲଦାଖ-ଭାଗ ୯
ଗୋଟିଏ ପଟେ ଚଳଚ୍ଚିତ୍ର କିମ୍ୱା ସ୍ୱପ୍ନରେ ଦେଖିଥିବା ପରି ନୀଳ ରଙ୍ଗର ଆକାଶ ଓ ତଳେ ନୀଳ ଜଳରାଶି। ଆମ ଗାଡ଼ି ଚାଲିଥାଏ ପାହାଡ଼ ଓ ପାଣି ମଝିରେ ଉପର ତଳ ହେଇ – ରାସ୍ତା ଯେଉଁ ପାଖକୁ ଯେମିତି ଢଳିଛି।…