Mon. Nov 30th, 2026

Category: ଆଞ୍ଚଳିକ

ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ

ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂହପାଳି ନିକଟ ଚଣ୍ଡଳି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଗିରଫ। ଅଭିଯୁକ୍ତମାନେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ…

ସବୁଜ ସୁନ୍ଦର ପରିବେଶ ଲକ୍ଷରେ ଉଦଘାଟିତ ହେଲା ଭ୍ରାମ୍ୟମାଣ ଚାରା ବିତରଣ ରଥ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟିତ ହୋଇଯାଇଛି ଭ୍ରାମ୍ୟମାଣ ଚାରା ବିତରଣ ରଥ । ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାଏ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଆବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଟା, ପଡି…

ଜିସିଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପାଇଲା ନୂତନ ପ୍ରଧାନ ଶିକ୍ଷକ

ରାୟଗଡା ସଦର ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ନମିତା ପ୍ରଧାନ ଯୋଗ ଦେଇଛନ୍ତି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବରିହା ଓ ଜିସିଡ଼ି ଜିଲ୍ଲା ଉଚ୍ଚ…

୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ୍

ଶବ୍ଦ ଓଡିଶା ବ୍ୟୁରୋ: ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି ।…

ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ଦିବସ 2023 ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ,…

ରାଜ୍ୟରେ ମୌସୁମୀ ବର୍ଷା ଜାରି: ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ମୌସୁମୀ ଜନିତ ବର୍ଷା ବିଭିନ୍ନ ସ୍ଥାନରେ ବର୍ଷା । ୨୪ ଘଂଟାରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ପଏଣ୍ଟ ୱାନ୍ ପ୍ରତିଶତ…

ଥଣ୍ଡା ପାଣିରେ ପ୍ରସ୍ତୁତ ହେଉଛି ମ୍ୟାଜିକ ଚାଉଳ। ପଢନ୍ତୁ କେମିତି…

ଶବ୍ଦ ଓଡିଶା ବ୍ୟୁରୋ: ବର୍ତ୍ତମାନ ବଜାରରେ ଅନେକ ପ୍ରକାର ଚାଉଳ ଉପଲବ୍ଧ ରହିଛି । ଲୋକମାନେ ସେମାନଙ୍କ ଆବଶ୍ୟକତା ତଥା ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାରର ଚାଉଳକୁ ମଧ୍ୟ ଖାଉଛନ୍ତି । ତେବେ ଆପଣ କେବେ ଶୁଣିଛନ୍ତି କି ମ୍ୟାଜିକ ଚାଉଳ…

କିଛି ଦିନର ଶୁଖିଲା ପାଇଁ ପରେ ରାଜ୍ୟରେ ଲାଗିରହିଛି ଝିପି ଝିପି ବର୍ଷା

କିଛି ଦିନର ଶୁଖିଲା ପାଇଁ ପରେ ରାଜ୍ୟରେ ଲାଗିରହିଛି ଝିପି ଝିପି ବର୍ଷା। ଉପକୂଳ ଓଡ଼ିଶାରେ ଆଜି ସକାଳୁ ଲାଗି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଥିଲା। ତେବେ…

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପଲକ୍ଷେ ପ୍ରଦାନ କରାଯାଇଛି। ଏଥିରେ ଫାଉଣ୍ଡେସନର…

ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତାକୁ ନେଇ ଧାରଣା

ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତା ଅଭିଯୋଗ । କିଛି ଅସାଧୂ ସରକାରୀ କର୍ମଚାରୀଙ୍କ…