ଜିସିଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପାଇଲା ନୂତନ ପ୍ରଧାନ ଶିକ୍ଷକ

ରାୟଗଡା ସଦର ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ନମିତା ପ୍ରଧାନ ଯୋଗ ଦେଇଛନ୍ତି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବରିହା ଓ ଜିସିଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମସ୍ତ ପରିବାର ସଦସ୍ୟ ତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହା ସହିତ ପରିଚୟ ଆଦାନ ପ୍ରଦାନର କିଛି ତରଙ୍ଗାୟିତ ମୂହୁର୍ତ୍ତ ତଥା ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସଂକଳ୍ପ କରାଯାଇଥିଲା।

You May Also Like

More From Author

+ There are no comments

Add yours