ଆଇପିଏସ ସ୍ତରରେ ବଡ ଅଦଲବଦଳ
ଆଇପିଏସ ସ୍ତରରେ ବଡ ଅଦଲବଦଳ । ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଇଜି । ସେହିପରି ଚରଣ ସିଂ ମିନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଦାୟିତ୍ୱ ମିଳିଲା । ଅନୁଗୁଳର…
ଜଳ ପରିଚାଳନା ପ୍ରତିଷ୍ଠାନରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ସମାପନ
ଭୁବନେଶ୍ୱର – ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଠାରେ ଡିସେମ୍ୱର ୧୬ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ…
କାୟାକଳ୍ପ ତରଫରୁ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ଉନ୍ମୋଚିତ
ଓଡ଼ିଆ ଭାଷା ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ କ୍ରିଏଟିଭ,ବାଦାମବାଡି ଦ୍ୱାରା ପ୍ରକାଶିତ ସୁଷମା ବାରିକଙ୍କ ପୁସ୍ତକ “ଆମ ଐତିହ୍ୟର ଜ୍ୟୋତିଶିଖା ” ପୁସ୍ତକ କଟକ ଟାଉନ ହଲ ଠାରେ୍ ଉନ୍ମୋଚିତ ହୋଇଛି । ପ୍ରାଧ୍ୟାପିକା ଚିନ୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ…
ବାଣପୁର ଗ୍ରାମୀଣ ମହିଳା ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବାଣପୁର ଗ୍ରାମୀଣ ମହିଳା ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ୩୦ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁରର ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ଶ୍ରୀ…
ବର୍ଯ୍ୟବସ୍ତୁର ସୁପରିଚାଳନା ପାଇଁ ଯଶୋଦା ମାଆ ଫାଉଣ୍ଡେସନର ଅଭିନବ ପ୍ରୟାସ
ବର୍ଯ୍ୟବସ୍ତୁର ସୁପରିଚାଳନା ପାଇଁ ଯଶୋଦା ମାଆ ଫାଉଣ୍ଡେସନର ଅଭିନବ ପ୍ରୟାସ । ଭୁବନେଶ୍ୱର ଜଗନ୍ନାଥ ଆମ୍ବତୋଟା ବସ୍ତି ଓ ସୋମନାଥ ବସ୍ତିର ମହିଳାମାନଙ୍କୁ ନେଇ ଯଶୋଦା ମାଆ ଫାଉଣ୍ଡସେନ୍ ଆନୁକୂଲ୍ୟରେ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର…
ନୂଆବର୍ଷ ପାଇଁ ନୂଆ ନିୟମ
ଆଉ ମାତ୍ର ଦିନ କେଇଟାର ଅପେକ୍ଷା ବିଦାୟ ନେବ ବର୍ଷ ୨୦୨୨ । ଆସିବ ନବବର୍ଷ ୨୦୨୩ । ନୂଆବର୍ଷକୁ ସ୍ୱାଗତ ପାଇଁ ସଭିଏଁ ଉତ୍ସାହିତ ଥିବାବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ୱିନସିଟିରେ…
ରାଜ୍ୟରେ ସରକାର କିଏ ଚଳାଉଛି, ବାଣପୁରରେ ନଡ୍ଡାଙ୍କ କଟାକ୍ଷ
ଚିଲିକା ନିର୍ବାଚନ ମଣ୍ଡଳିର ଐତିହାସିକ ପାଇକ ବିଦ୍ରୋହର ଏନ୍ତୁଡିଶାଳ ବାଣପୁରର ପଲଟଣ ପଡିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା।। ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ବିଜେପି ରାଷ୍ଟ୍ରୀୟ…
ସିଫା ପକ୍ଷରୁ ଜାତୀୟ ମତ୍ସ୍ୟ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଭାରତରେ ମତ୍ସ୍ୟ ଉଦ୍ୟୋଗୀ ପାଇଁ ଭରପୂର ସୁଯୋଗ ରହିଥିବାବେଳେ ଅନେକ ଯୁବବନ୍ଧୁ ଆଗେଇ ଆସିଲେ କର୍ମନିଯୁକ୍ତି ମିଳିପାରିବ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ମତବ୍ୟକ୍ତ କରିଛନ୍ତି l ଆଜି ସିଫାରେ ଆୟୋଜିତ ଜାତୀୟ ମତ୍ସ୍ୟ…
ଶ୍ରୀଜଗନ୍ନାଥ ଚେତନାର ୩୧ତମ ବାର୍ଷିକ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଣପୁର : ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ବାର୍ଷିକ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ…