Mon. Nov 30th, 2026

Category: ଆଞ୍ଚଳିକ

କାଜି ରୋକିବେ ବାଲ୍ୟ ବିବାହ !

ତେଲେଙ୍ଗାନା ସରକାର କମ ବୟସର ମୁସଲମାନ ଝିଅଙ୍କ ବିବାହ କରାଉଥିବା କାଜିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି । ସରକାରଙ୍କ ପକ୍ଷରୁ ଓାଫ ବୋର୍ଡକୁ ମଧ୍ୟ ସବୁ ବିବାହର ଡାଟା ଅନଲାଇନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ…

ଟ୍ୱିଟି ବୋର୍ଡ ଇ°ଲିଶ ମିଡିଅମ ସ୍କୁଲ ର ବାର୍ଷିକ ଉତ୍ସବ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ” ଟ୍ୱିଟି ବାର୍ଡ ଇ°ଲିଶ ମିଡିଅମ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ତଥା ସ°ପାଦକ ସୁରେଶ କୁମାର ଦାଶ ଙ୍କ ସ°ଯୋଜନା ତଥା…

ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ

ଭୁବନେଶ୍ୱର: ଯଶୋଦା ମା ଫାଉଣ୍ଡେସନର ବର୍ଣ୍ଣବୋଧ ପାଠଶାଳାକୁ ମିଳୁଛି ଶ୍ରଦ୍ଧା ଓ ସହଯୋଗ । ସୀତାନାଥ ବସ୍ତି, ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି,ଜଗନ୍ନାଥ ଆମ୍ବତୋଟା ବସ୍ତିରେ ଚାଲିଥିବା ବର୍ଣ୍ଣବୋଧ ପାଠଶାଳାର ଉଦ୍ୟମକୁ ସଭିଏଁ ପ୍ରଶଂସା କରିବା ସହ ବର୍ଣ୍ଣବୋଧ ପାଠଶାଳା ବୁଲି ଦେଖୁଛନ୍ତି…

ଜଳ,ଜମି,ଜଙ୍ଗଲ ଅଧିକାର ପାଇଁ ଚାଷୀ ମୂଲିଆ ସଂଘର ଜନସଭା

ଜଳ,ଜମି,ଜଙ୍ଗଲ ସୁରକ୍ଷା ଓ ଅଧିକାର ପାଇଁ ବାଣପୁର ବ୍ଲକର ନୀଳାଦ୍ରୀ ପ୍ରସାଦ ପଡିଆରେ ଠାରେ ବିଶାଳ ଜନସଭା କରିଛି ଚାଷୀ ମୂଲିଆ ଆଦିବାସୀ ସଙ୍ଘ । କେନ୍ଦ୍ର ସରକାରଙ୍କ 2022 ମସିହାରେ ହୋଇଥିବା ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକାଠି ହୋଇଛନ୍ତି…

ବାଣପୁର ନରେନ୍ଦ୍ରପୁରରେ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଣପୁର : ବାଣପୁର ବ୍ଲକର ସ୍ମାର୍ଟ ପଂଚାୟତ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟସ୍ଥଳୀରେ ସାତ ଦିନ ବ୍ୟାପି ଚାଲିଥିବା ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଏଥିରେ ଯୁବକ ଯୁବତୀ ମାନଙ୍କୁ ଟାକ୍ସ ଫୋର୍ସ, ପ୍ରାଥମିକ ଚିକିତ୍ସା ଓ ମ୍ୟାନେଜମେଣ୍ଟ ଆଦି…

ଧଉଳିରେ ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର ଧଉଳିରେ ନୟାଗଡର ପୁରାତନ ଛାତ୍ରୀ ମାନେ ବନ୍ଧୁ ମିଳନ ଉତ୍ସବର ଆୟୋଜନ କରିଥିଲେ । ଏଥିରେ ଭାଗ ନେଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ । ବିଶିଷ୍ଟ ସମାଜସେବୀ ନିବେଦିତା ଲେଙ୍କାଙ୍କ ସମତେ ସମାଜରେ ପ୍ରତିଷ୍ଠିତ ବହୁ ମହିଳା…

ଶ୍ରୀଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ବାଣପୁରର ବାର୍ଷିକ ଉତ୍ସବ ଉଦଯାପିତ

ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ବାଣପୁରର ଦୁଇଦିନିଆ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବାଣପୁର ବିଜ୍ଞାପିତ ଅଂଚଳର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସଂଜୟ…

ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ ।

ଟାଙ୍ଗୀ : ବିବାହ ବେଳେ ସାତ ଜନମକୁ ସାଥି ହୋଇ ରହିବା ଲାଗି ଶପଥ କରିଥିଲେ । ଆଜି ସଡ଼କ ଦୁର୍ଘଟଣା ରେ ପତି-ପତ୍ନୀ ଏକାଠି ଆରପାରିକୁ ଚାଲିଗଲେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ…

ବାଣପୁରରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଣପୁର ରେ ୧୬ ଓ ୧୭ ଦୁଇଦିନ ବ୍ୟାପି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଆଜ ଉଦଯାପିତ ହୋଇଯାଇଛି।ଗତକାଲି ବାଣପୁର ମାଆ ଭଗବତୀ ମନ୍ଦିରରୁ ମଶାଲ ଯାତ୍ରା , ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ପରିସରରେ…

ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା

ବାଣପୁର ରୁରାଲ ଓମେନ୍ସ କଲେଜରେ ଖେଳ ପ୍ରତିଯୋଗିତା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଓମେନ୍ସ କଲେଜରେ ବିଭିନ୍ନ ବିଭାଗର ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଆଠଟି ଇଭେଣ୍ଟରେ ଶହେରୁ ଉର୍ଦ୍ଧ ମହିଳା ପ୍ରତିଯୋଗୀ ଭାଗ ନେଇଛନ୍ତି ।ଏହି ଖେଳାଳି…