ବର୍ଣ୍ଣବୋଧ ପାଠଶାଳା ପିଲାଏ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ଜନ୍ମଦିନ
ଭୁବନେଶ୍ୱର ସୋମନାଥ ବସ୍ତି ଓ ଜଗନ୍ନାଥ ବସ୍ତିରେ ବର୍ଣ୍ଣବୋଧ ପାଠଶାଳାରେ ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯାଇଛି । ସାହିତ୍ୟ ଚର୍ଚ୍ଚାର ସଂପାଦକ ତଥା ଲେଖକ ନୀହାର ଶତପଥୀ , ସମାଜସେବୀ ତଥା କବି ପ୍ରତ୍ୟୁଷ ଭଞ୍ଜ…
କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ କାର୍ଯ୍ୟକ୍ରମ
ବିଜ୍ଞାନ,ଦର୍ଶନ ଓ ସାହିତ୍ୟର ଅନୁଷ୍ଠାନ କାୟାକଳ୍ପ ତରଫରୁ ବିଜ୍ଞାନ କୁଇଜ କାର୍ଯ୍ୟକ୍ରମ ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ସ୍ଥିତ ମ୍ୟୁନିସିପାଲ ସରକାରୀ ବିଦ୍ୟାଳୟ,କଳିଙ୍ଗ ବିଦ୍ୟାପୀଠ,ଓଟିଏମ ହାଇସ୍କୁଲ,ଟାଙ୍ଗୀ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ…
ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…
ପ୍ରକାଶ ପାଇଲା ଓଏଏସ୍ ଫଳ; ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ…
ଦାମନଯୋଡ଼ିରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ
ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ…
ଚୌଦ୍ୱାର ଓଟିଏମ ସ୍କୁଲରେ କୁଇଜ ପ୍ରତିଯୋଗିତା
ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲର କାୟା କଳ୍ପ ପକ୍ଷରୁ ଅମୃତ ମହୋତ୍ସବ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ସ୍କୁଲର ବରିଷ୍ଠ ଶିକ୍ଷକ ଜିତେନ୍ ରାଉତ। ନାଲକୋର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁରେନ୍ଦ୍ର କହଁର ଓ ଶିକ୍ଷାବିତ୍…
କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି
ଏଣିକି କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି । ପୂର୍ବ ଭଳି ସାଙ୍ଗସାଥି ମେଳ କରି ପିଲାମାନେ ଆଉ କଲେଜରେ ସମୟ ବିତାଇ ପାରିବେ ନାହିଁ । କାରଣ ଶିକ୍ଷାବିଭାଗ କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ରଖିବା…