ଦୀପାବଳୀ ପାଳିଲେ ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲା
ଶୁଭ ଦୀପାବଳୀ ଉପଲକ୍ଷେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କାଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ବିହାର ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ବର୍ଣ୍ଣବୋଧ ପାଠଶାଳାର ୧୨୦ ପିଲାଙ୍କୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ାର ରାଜ୍ୟ…
”ପୂର୍ବ ଭାରତର ସିମେଣ୍ଟ ଗବେଷଣା ପାଇଁ ମାଇଲଖୁଣ୍ଟ”
ଭୁବନେଶ୍ୱର: ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ସିମେଣ୍ଟ ଶିଳ୍ପ ଓ ଭବନ ସାମଗ୍ରୀର ଗବେଷଣା ସହ ଶିକ୍ଷା ବିକାଶ ଦିଗରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ମୁଖ୍ୟ ସଚିବ ସୁରେଶ…
ରାଜଧାନୀରେ ଲେଡି ବାଇକର୍ସଙ୍କ କ୍ୟାନସର ସଚେତନତା
ଦିନକୁ ଦିନ କ୍ୟାନ୍ସରର ଭୟାବହ ପରିସ୍ଥିତିକୁ ଦେଖି ଦେଖି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସଚେତନତା ବାଇକ ରାଇଡ କାର୍ଯ୍ୟକ୍ରମ । ବିଗ୍ କପ୍ କାଫେ ଓ ଭୁବନେଶ୍ୱର ଆୱାକେନ କ୍ୟାନ୍ସର କେୟାର ଟ୍ରଷ୍ଟ ମିଳିତ ଭାବେ ଭୁବନେଶ୍ୱର ସୁପର ବାଇକର୍ସ…
ରାଜ୍ୟରୁ ଫେରିଲା ମୌସୁମୀ
ଫେରିଗଲା ମୌସୁମୀ ବାୟୁ। ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ…
ଜୟପୁରରୁ ଉଡ଼ିବ ବିମାନ
ଓଡିଶା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦର (Jeypore Airport) କୁ ବିମାନ ଉଡାଣ ନେଇ ଆଜି ମିଳିଛି ଅନୁମତି । କେନ୍ଦ୍ର ସରକାରଙ୍କ ‘ଉଡାନ’ ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି…
ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଡାକୋଟା ବିମାନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ ।…