Thu. Oct 15th, 2026

Category: ଆଞ୍ଚଳିକ

ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଗୋରୁଆଳ ଗ୍ରାମ ପଞ୍ଚାୟତର ଗିରଳ ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଏକ ଗାଈ ଅଦ୍ଭୁତ ବାଛୁରୀ ଛୁଆ ଜନ୍ମ ନେଇଛି । ଶରୀର ଅଛି । ତେବେ ଅଦ୍ଭୁତ ଗଢଣ । ଆଖି ଅଛି ଅଥଚ…

6ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବେପାରୀ ଗିରଫ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ପୋଲିସ୍ ପକ୍ଷରୁ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବେପାରୀ ନିକଟରୁ ୬ ଲକ୍ଷ ଟଙ୍କା ମୁଳ୍ୟ ୬୨ ଗ୍ରାମ…

ସନ୍ୟାସ ନେବେ କି ପିସିସି ସଭାପତି?

“ପ୍ରମାଣ ଦେଲେ ରାଜନୀତି ଛାଡିଦେବି । ସନ୍ୟାସ ନେଇଯିବି ।”ଏପରି କିଛି କହି ଦଳୀୟ ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅସଲ କଥାଟି ହଉଛି ପଦ୍ମପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଥିଲେ…

ଗହୀରମଥାରେ ଅଲିଭରିଡଲେଙ୍କ ସମାଗମ

ଓଡିଶାର ଗହୀରି ମଥା ହେଉଛି ଅଲିଭରିଡଲେଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ । ଲକ୍ଷ ଲକ୍ଷ କଉଁଛ ଏଠାରେ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ତାପମାତ୍ରା ବୃଦ୍ଧି ସହ କଇଁଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ଗହୀରମଥାରେ ଅଲିଭରିଡଲେ କଇଁଛଙ୍କର…

ବାଣପୁରରେ ହିଂସା ବିରୋଧ ସଚେତନତା ଅଭିଯାନ” ଉଦଯାପିତ

ବିଶ୍ୱ ମାନବଧିକାର ଦିବସ ଅବସରରେ ବାଣପୁରର ଅଗ୍ରଣୀ ସେବାସଂସ୍ଥା “ଏକତା ପରିଷଦ ଟ୍ରଷ୍ଟ ତରଫରୁ ଆରମ୍ଭ ହୋଇଥିବା ମହିଳା ହିଂସା ବିରୋଧ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଦୀର୍ଘ ୧୬ଦିନ ପରେ ଶାଳିଆ ଡ୍ୟାମ ନକଟରେ କାର୍ଯ୍ୟକ୍ରମର ଉଦଯାପନ କରାଯାଇଛି ।…

ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏବେ ବିବାଦରେ ତେଲ କମ୍ପାନି । ରାସ୍ତା କଡରେ ଲାଗିଛି ବଡ଼ ବଡ଼ ହୋର୍ଡିଙ୍ଗ । ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ । କରଞ୍ଜିଆ ସହର ସହ ଆଖପାଖ ଅଂଚଳରେ ମଧ୍ୟ…

ଆସୁଛି ବାତ୍ୟା, ତାମିଲନାଡୁରେ ଆର୍ଲଟ

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ମାଣ୍ଡୋସ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଆଜି ମଧ୍ୟରାତ୍ର ସୁଦ୍ଧା କରିବ ଲ୍ୟଣ୍ଡଫଲ୍ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତୀ ଓ ଦକ୍ଷିଣ-ପଶ୍ଚିମ…

କାୟାକଳ୍ପ ତରଫରୁ ମହାବିଦ୍ୟାଳୟ ସ୍ତରୀୟ କୁଇଜ କାର୍ଯ୍ୟକ୍ରମ

କାୟାକଳ୍ପ ତରଫରୁ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗୀତା । ପୁରୀ ପୁବା ଶାସନ ସ୍ଥିତ ମହାତ୍ମା ଗାନ୍ଧୀ ସ୍ମୃତି ଶିକ୍ଷା ବୈଷୟିକ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା। କଲେଜର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ଏହାକୁ ଉଦଘାଟନ କରିଥିଲେ । ସମାଜସେବୀ…

ରାୟଗଡାରେ ଋଷୀୟ ସାଂସଦ ପାୱେଲ ଆନ୍ଥୋବଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା?

ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ହୋଟେଲର ତୃତୀୟ ମହଲାରୁ ଖସିପଡିବା ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କ ବନ୍ଧୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା…

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା,ଓଡିଶୀ ନୃତ୍ୟ ସହିତ ମୋହିନୀଆଟମ, ଦର୍ଶକ ବିଭୋର

ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆୟୋଜିତ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ପ୍ରସ୍ତୁତ କୋଣାର୍କ ଉତ୍ସବର ମୁକ୍ତାକାଶ ମଞ୍ଚରେ ତୃତୀୟ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ ମୋହିନୀଆଟମ ଶାସ୍ତ୍ରୀୟ ନୃତ୍ୟ ପରିବେଷଣରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ତୃତୀୟ ସଂଧ୍ୟାର ପ୍ରଥମେ…