Thu. Oct 15th, 2026

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଗୋରୁଆଳ ଗ୍ରାମ ପଞ୍ଚାୟତର ଗିରଳ ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଏକ ଗାଈ ଅଦ୍ଭୁତ ବାଛୁରୀ ଛୁଆ ଜନ୍ମ ନେଇଛି । ଶରୀର ଅଛି । ତେବେ ଅଦ୍ଭୁତ ଗଢଣ । ଆଖି ଅଛି ଅଥଚ ଦେଖିପାରିବନି , ଆଖି ଅଛି, ସେ ପୁଣି ମଥା ଉପରେ । ନିଶ୍ଵାସ ପ୍ରଶ୍ଵାସ ନେବାରେ ଅହେତୁକ କଷ୍ଟ । ଏବେ ଈଶ୍ଵରଙ୍କ ଉପରେ ସବୁ ଭରଷା ।

Leave a Reply

Your email address will not be published. Required fields are marked *