ପୁରୀର ମା ମଶାଣିଚଣ୍ଡୀଙ୍କ ପୀଠ
ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ…
ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ…
ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ…
ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ଓ ତାଙ୍କ ସହ ଜଡ଼ିତ ପ୍ରତ୍ୟେକ ଜିନିଷର ମହତ୍ତ୍ଵ ରହିଛି। ଜଗା ଦର୍ଶନ ନ କରି ପାରିଲେ ଭକ୍ତ ମହାପ୍ରସାଦରେ ମହାପ୍ରଭୁଙ୍କ ଝଲକ ଦେଖିଥାଏ। ତେବେ ଆପଣ ଜାଣିଛନ୍ତି କି, କ’ଣ ରହିଛି ମହାପ୍ରସାଦର ମହତ୍ତ୍ୱ? କ’ଣ…
ଚନ୍ଦନ ଯାତ୍ରାରେ ସାଧାରଣତଃ ସୁଭଦ୍ରାଙ୍କୁ ଚାଟ ଖେଳିବାର ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତି କି ଏହାର କାରଣ କ’ଣ? ସୁଭଦ୍ରା ହେଉଛନ୍ତି ପ୍ରକୃତିଙ୍କ ଭଗ୍ନୀ ରୂପ, ଏବଂ ଶ୍ରୀମନ୍ଦିରରେ ମୂଳ ଏଣୁ ପତ୍ନୀ ସ୍ଵରୁପ ଶ୍ରୀ ଭୂ ବିଜେ ହେବା…
ବାକି ରହିଲା ଆଉ ଦିନ କେଇଟା। ତା ପରେ ରଥରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ଲୋକେ ଦେଖିବେ ଜଗତର ବଡ଼ ଠାକୁର। ସେଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ରଥ ଖଳାରେ ବିଶ୍ୱକର୍ମା ତାଙ୍କ ହାତର ଜାଦୁ ଆରମ୍ଭ କରିସାରିଛନ୍ତି। କିଏ ହାତରେ କୁରାଢି…
ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସରେ ତିନିରଥର ମୋଟ ନିର୍ମାଣକାରୀ ସେବକମାନେ ସବୁ ଦିନ ପରି ଆଜି ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜ ରଥ ଚାଳିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତାଳଧ୍ୱଜ…
ରଥ ନିର୍ମାଣର ଦିବସରେ ତିନିରଥର ନିର୍ମାଣକାରୀ ସେବକ ମାନେ ସକାଳ ୮ ଟାରେ ରଥଖଳା ଠାରେ ଉପସ୍ଥିତ ହୋଇ ନିଜ ନିଜର ଉପସ୍ଥାନ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ରଥ ନିର୍ମାଣର ଦିବସରେ ରଥଖଳା ଯନ୍ତାଗାଡ଼ ଠାରେ…
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ…
ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବା ନିଳାଦ୍ରୀ ମହୋଦୟାଷ୍ଟମୀ । ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅଟେ। ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଏବଂ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମ ଲୋକ…
ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇ ସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ଯ ଆରମ୍ଭ ହେଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ନିମନ୍ତେ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ…