Wed. Oct 14th, 2026

Category: Latest

ଭୂସ୍ବର୍ଗ “ଦେଓମାଳି” -କେବେ ବୁଲି ଆସନ୍ତୁ

ପାହାଡ଼ ପର୍ବତ ଘେରା କୋରାପୁଟ, କୋରାପୁଟର ମୁକୁଟ ଗିରିରାଜ ଦେଓମାଳି – ଓଡ଼ିଶାର ଉଚ୍ଚତମ ପର୍ବତ। ପୂର୍ବଘାଟ ପର୍ବତମାଳାର ପାହାଡ଼ ଶ୍ରେଣୀର ଗୋଟିଏ ଅଂଶ ଏହି ମାଳି ପାହାଡ଼ ସମୂହ। ମାଳି ପାହାଡ଼ ଉପରେ ରାଜା ହେଲା ଦେଓମାଳି। ସ୍ବର୍ଗ ଓ…

ଡିସେମ୍ବର ୨ରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ

ନବରଙ୍ଗପୁର: କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ପୋଲିସ ପଡିଆ ଠାରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ଆସନ୍ତା ଡ଼ିସେମ୍ବର ୨ ତାରିଖ ରେ କରାଯିବ ବୋଲି ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଓ ସିଫା…

ଭୁତତ୍ତ୍ୱ ବିଜ୍ଞାନରେ କ୍ୟାରିଅର ସୁଯୋଗ

ନବରଙ୍ଗପୁର: ବୈଜ୍ଞାନିକ ହେବାକୁ ହେଲେ ନିରନ୍ତର ଚେଷ୍ଟା, ଧୈର୍ଯ୍ୟ ଏବଂ ଜିଜ୍ଞାସା ରହିବା ଦରକାର ବୋଲି(ସି.ଏସ୍.ଆଇ.ଆର୍.ଆଇ.ଏମ୍.ଏମ୍.ଟି) ର ମୁଖ୍ୟ ବୈଜ୍ଞାନିକ ତଥା ବିଶିଷ୍ଟ ଖଣିଜ ପଦାର୍ଥ ବୈଜ୍ଞାନିକ ଡଃ ସୁରେନ୍ଦ୍ର କୁମାର ବିଶ୍ବାଳ ମତ ପ୍ରକାଶ କରିଛନ୍ତି । ‘ମୁଁ ବି…

ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼!

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ…

ପାକ ହାଇ କମିଶନଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ…

ଶିଶୁ ଦିବସ ଓ ଦୀପାବଳୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ…

ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସିଲା ଶୀତ ଋତୁ । ପ୍ରଭାବରେ ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଗତ ଦୁଇ ଦିନ ହେବ ତାପମାତ୍ରା ବଢ଼ିବା ସହ ବିଶେଷ ଥଣ୍ଡା ନଥିଲା । କୋହଲା ପାଗ ଯୋଗୁଁ ଥଣ୍ଡା କମିଥିଲା । କିନ୍ତୁଏବେ…

ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରଠାରେ କ୍ୟାବିନେଟ୍ ବୈଠକ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ…

ଫୁଲ ଓ ପାହାଡ ତଳର ସହର

ବିଜୟ କୁମାର ଜେନା, ଦାମନଯୋଡି କେଉଁ ଅୟୁତ ଯୁଗରୁ ଦେଓମାଳି ପାହାଡ଼ ଶ୍ରେଣୀକୁ ଆଧାର କରି ଘେରି ରହିଛି ପଞ୍ଚପଟ୍ଟମାଳି ସମେତ ଅନେକ ପାହାଡ଼। ଏବଂ ପାହାଡ଼ ସନ୍ଧିରୁ ଝରି ଆସୁଛି ଛୋଟ ବଡ଼ ଅନେକ ଝରଣା। ସେଇ ଝରଣା ସମୂହର…

ରିଲିଜ ହେବ ବଲିଉଡ ଫିଲ୍ମ ଲକ୍ଷ୍ମୀ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍‌ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିବ।ଫିଲ୍ମରେ ଅକ୍ଷୟଙ୍କ ସହ…