Wed. Oct 14th, 2026

ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ ମଜାରେ ପାଳିବ।”ସେ ଆହୁରି କହିଛନ୍ତି ଯେ ”ଆଜି ମଧ୍ୟ ଦୀପାବଳିରେ ଘରେ ରହି ନିରାପଦରେ ଦୀପ ଜାଳି ପର୍ବ ପାଳନ୍ତୁ। ତୁମମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ସ୍କୁଲ୍ ବନ୍ଦ କରି ଦିଆଯାଇଛି। ଟିକା ବାହାରିବା ପର୍ଯ୍ୟନ୍ତ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ।”

Leave a Reply

Your email address will not be published. Required fields are marked *