Mon. Nov 30th, 2026

Category: Latest

ଭାରତର ‘ବିରାଟ’ ବିଜୟ; ଏସିଆ କପ୍ ର ବଦଲା ନେଲା ଟିମ ଇଣ୍ଡିଆ

ମେଲବର୍ଣ୍ଣ ମହାମୁକାବିଲାରେ ବାଜି ମାରିଛି ଭାରତ । ଭାରତ-ପାକିସ୍ତାନ ମ୍ୟାଚରେ ବିଜୟରୁ ଟି-୨୦ ୱାର୍ଲ୍ଡକପ ଯାତ୍ରା ଆରମ୍ଭ କରିଛି ଭାରତ । ସୁପର ସଣ୍ଡେରେ ପାକିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ୪ ୱିକେଟରେ ହରାଇଛି ଭାରତ । ମେଲବର୍ଣ୍ଣରେ ଭାରତ-…

”ପୂର୍ବ ଭାରତର ସିମେଣ୍ଟ ଗବେଷଣା ପାଇଁ ମାଇଲଖୁଣ୍ଟ”

ଭୁବନେଶ୍ୱର: ପୂର୍ବ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ସିମେଣ୍ଟ ଶିଳ୍ପ ଓ ଭବନ ସାମଗ୍ରୀର ଗବେଷଣା ସହ ଶିକ୍ଷା ବିକାଶ ଦିଗରେ ଜାତୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ମୁଖ୍ୟ ସଚିବ ସୁରେଶ…

ରାଜଧାନୀରେ ଲେଡି ବାଇକର୍ସଙ୍କ କ୍ୟାନସର ସଚେତନତା

ଦିନକୁ ଦିନ କ୍ୟାନ୍ସରର ଭୟାବହ ପରିସ୍ଥିତିକୁ ଦେଖି ଦେଖି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସଚେତନତା ବାଇକ ରାଇଡ କାର୍ଯ୍ୟକ୍ରମ । ବିଗ୍ କପ୍ କାଫେ ଓ ଭୁବନେଶ୍ୱର ଆୱାକେନ କ୍ୟାନ୍ସର କେୟାର ଟ୍ରଷ୍ଟ ମିଳିତ ଭାବେ ଭୁବନେଶ୍ୱର ସୁପର ବାଇକର୍ସ…

ଅରୁଣାଚଳ ପ୍ରଦେଶ, ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଅରୁଣାଚଳ ପ୍ରଦେଶ ଇଟାନଗରର ଉପେରସିଆଙ୍ଗ ଜିଲ୍ଲାଠୁ 25 କିଲୋମିଟର ଦୂର ସିଙ୍ଗିଂ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ଅତ୍ୟାଧୁନିକ ହାଲୁକା ହେଲିକପ୍ଟର । ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ସୂଚନା ।…

ଜୟପୁରରୁ ଉଡ଼ିବ ବିମାନ

ଓଡିଶା ପାଇଁ ବିଶେଷ କରି କୋରାପୁଟ ଜିଲ୍ଲା ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦର (Jeypore Airport) କୁ ବିମାନ ଉଡାଣ ନେଇ ଆଜି ମିଳିଛି ଅନୁମତି । କେନ୍ଦ୍ର ସରକାରଙ୍କ ‘ଉଡାନ’ ‌ଯୋଜନାରେ ବିମାନ ଚଳାଚଳ ଲାଇସେନ୍ସ ମିଳିଛି…

ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଡାକୋଟା ବିମାନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଭୁବନେଶ୍ୱର ବିମାନବନ୍ଦରରେ ରହିବ ବିଜୁବାବୁଙ୍କ ଡାକୋଟା ବିମାନ । ବିମାନ ବନ୍ଦରର ୧.୧ ଏକର ଜମିରେ ବିଜୁବାବୁଙ୍କ ଏହି ଡାକୋଟା ବିମାନ ରହିବ ।…

କଷ୍ଟ ଦେଉଛି ଅଭଡ଼ା ଦର

ପ୍ରତିଟି ଓଡ଼ିଆଙ୍କ ମନରେ, ଆତ୍ମାରେ, ପ୍ରାଣରେ ଜଗନ୍ନାଥ ତଥା ମହାପ୍ରସାଦ ପାଇଁ ରହିଛି ଏକ ସ୍ବତନ୍ତ୍ର ସ୍ଥାନ । କାର୍ତ୍ତିକ ମାସରେ ମହାପ୍ରସାଦ ଟିକେ ମିଳିଗଲେ ଅମାପ ସୁଖ ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ଯେଉଁଥି ପାଇଁ କାର୍ତ୍ତିକ ମାସରେ…

ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ଦିନ ପାଖେଇ ଆସିଲେ ବଢୁଛି ଲୋକଙ୍କ ଦ୍ୱନ୍ଦ୍ୱ । କାରଣ କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ଦେବ ନୀତି କିଭଳି ପାଳନ ହେବ? କିଭଳି ପାଳିବେ? ଏନେଇ…

କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍

ଜିଆଇ ଟ୍ୟାଗ୍ ଲିଷ୍ଟରେ ଯୋଡ଼ି ହେଲା ଆଉ ଏକ ନାଁ ।କନ୍ଧମାଳ ହଳଦୀକୁ ମିଳିଲା ନ୍ୟାସନାଲ ଇଣ୍ଟଲେକ୍ଚୁଆଲ ପ୍ରପର୍ଟି ବା ଏନଆଇପି ଆୱାର୍ଡ l ଜିଆଇ ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି ପୁରସ୍କାର । ନୂଆଦିଲ୍ଲୀ ଠାରେ ଆଇପି…