Sun. Nov 29th, 2026

Category: Latest

ପୂର୍ଣ୍ଣମୀରେ ଲାଗିବ ଗ୍ରହଣ; କେବେ ଭସାଇବେ ଡଙ୍ଗା?

ସୂର୍ଯ୍ୟପରାଗ ପରେ ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । କାରଣ କିଛି ଦିନ ପରେ ହେବାକୁ ଯାଉଛି ଚନ୍ଦ୍ରଗ୍ରହଣ । ନଭେମ୍ବର ୮ ତାରିଖ ଦିନ କାର୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ର ଗ୍ରହଣ । ଚନ୍ଦ୍ର ଉଦୟ ପୂର୍ବରୁ ଚନ୍ଦ୍ର…

କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?

ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…

ଦଳାଚକଟାରେ ୧୫୧ ଲୋକଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାରେ ଘଟିଛି ବଡ଼ ଧରଣର ଅଘଟଣ । ଏକ ସାଙ୍ଗେ ଯାଇଛି ୧୫୧ ଲୋକଙ୍କ ଜୀବନ । ଏହି ଅଘଟଣ ଦଳାଚକଟା ଯୋଗୁଁ ଯାଇଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ଚାଲିଥିଲା ହେଲୋୱିନ ଉତ୍ସବ । ଉତ୍ସବରେ…

୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବ ଭାରତ

ନୂଆ ଯୋଜନା ରେ ଭାରତ। ୨୦୩୫ ସୁଦ୍ଧା ନିଜର ସ୍ପେସ ଷ୍ଟେସନ ସ୍ଥାପନ କରିବାକୁ ଭାରତ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ଉଦ୍ୟୋଗ ଜଗତ ଆଗରେ ନିଜର ଯୋଜନା ରଖିଛି । ଇସ୍ରୋ…

ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର

ପୁଣି ଘଟିଛି ଅଘଟଣ । ଶ୍ରୀମନ୍ଦିରରୁ ପୁଣି ଖସିଛି ପଥର । କେତେ ବେଳେ ରତ୍ନ ଭଣ୍ଡାର ଚାବି ହଜିବା ତ ଆଉ କେତେ ବେଳେ ସିଂହଦ୍ୱାରା ଗୁମୁଟରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା ଘଟଣା । ସମୟେ ସମୟେ ଅନେକ ନୀତିକାନ୍ତିରେ…

ମହାବାତ୍ୟାକୁ ପୂରିଛି ୨୩ ବର୍ଷ

୨୫ ଅକ୍ଟୋବର ୧୯୯୯ ମସିହା । ଥାଇଲାଣ୍ଡ ପାଖ ସମୁଦ୍ରରେ ସୃଷ୍ଟି ହୋଇଥିଲା ଅବପାତ । ଧିରେ ଧିରେ ଏହା ଶକ୍ତିଶାଳୀ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା । ୨୯ ଅକ୍ଟୋବର ୧୯୯୯ ସଂଧ୍ୟା ଦିନ ଥିଲା ଯେତେବେଳେ ଜଳବନ୍ଦୀ…

ପର୍ଣ୍ଣକୁ ନା କଲେ ପୋପ୍

ବଡ଼ ଖୁଲାସା କରିଛନ୍ତି ପୋପ ଫ୍ରାନ୍ସିସ୍ । ବୁଧବାର ପୋପଙ୍କ ଏକ ଲିଖିତ ଭାଷଣ ପ୍ରକାଶ ପାଇଛି । ଯେଉଁଥିରେ ଲେଖା ହୋଇଥିଲା ଯେ, ଖ୍ରୀଷ୍ଟିଆନ ପାଦ୍ରୀମାନେ ପର୍ଣ୍ଣ ଭିଡିଓ ଦେଖନ୍ତି । ତେବେ ପୂରା କଥା ଟା କ’ଣ ଜାଣି…

ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି ।…

ସଫଳ ହେଲା ବାହୁବଳୀ ମିଶନ

ସଫଳତାର ଆଉ ଏକ ପାହାଚ ଚଢିଛି ଇସ୍ରୋ । ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିଶନରେ ହାତେଇଛି ସଫଳତା । ଶନିବାର ଦିନ ସବୁଠାରୁ ଭାରୀ ରକେଟ ଏଲଏମଭି-୩ ଦ୍ୱାରା ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଅନ୍ୟ…

ପରାଗରେ କ’ଣ କୁହେ ବିଶ୍ୱାସ ଓ ବିଜ୍ଞାନ?

ଦୀପାବଳୀ ଅମାବାସ୍ୟା । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଏ ପିଣ୍ଡଦାନ । ଏହାସହ କାଉଂରିଆ କାଠି ଜାଳି ଟେକାଯାଏ ବଡବଡୁଆ । ଏବମ କାଳୀ ପୂଜା ଓ ଦୀପଦାନ ମଧ୍ୟ କରାଯାଏ । ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ପଡୁଛି କେତୁଗ୍ରସ୍ତ…