Wed. Oct 14th, 2026

Category: ଶବ୍ଦ ସ୍ଵତନ୍ତ୍ର

ଜନସମୁଦ୍ର ପାଲଟିଲା ଶ୍ରୀଅଲାରନାଥଙ୍କ ପୀଠ

ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ l ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉତ୍ସବରେ ପ୍ରବଳ ଗୁଳୁଗୁଳିକୁ ନଜର ରଖି…

ପୋଲିସ ତଦନ୍ତରେ ଗଲେ, ମାଡ଼ ଖାଇଲେ!

ସୁବର୍ଣ୍ଣପୁର : ତଦନ୍ତରେ ଯାଇଥିବା ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଲା ଭାଇରାଲ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ…

ମହିଳା ନିର୍ଯାତନା ରୋକିବାକୁ ନେଇ କର୍ମଶାଳା ଅନୁଷ୍ଠିତ

ଡାହାଣୀ ସନ୍ଦେହରେ ମହିଳା ମାନଙ୍କ ପ୍ରତି ହିଂସା ବା ନିର୍ଯ୍ୟାତନା ଏକ ଘୃଣ୍ୟ କାର୍ଯ୍ୟ। ଏହାକୁ ପ୍ରତି ସ୍ତରରେ ସଚେତନତା ସୃଷ୍ଟି କରି ପ୍ରତିହତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଂସ୍କୃତି…

ଭୟଙ୍କର ଟ୍ରେନ ଦୁର୍ଘଟଣା; ୫୦ରୁ ଉର୍ଦ୍ଧ୍ବ ମୃତ

ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ ।ସୂଚନା ଅନୁସାରେ,…

ଚିଲିକା ସାହିତ୍ୟ ସମାଜ ପାଳନ କଲା ମୁକ୍ତି ଦିବସ ସମାରୋହ

ବାଣପୁର ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ, ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ…

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷା

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ ତଥା ପୁରୀ ଜିଲ୍ଲା ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଶ୍ରୀମତୀ ଉଷା ପାଢ଼ୀ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟ ର…

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ କାଳୀନ ଏହି ରେଡ୍ କରାଯାଉଛି । ଆଜି ସକାଳୁ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ…

ରୂପା ଛାଉଣୀ ହେବ ସିଂହଦ୍ୱାର

ପୁରୀରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରର କରାଯିବ ରୂପା ଛାଉଣୀ। ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର…

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…

ଗୋଲାପୀ ନୋଟକୁ ନେଇ ହଟହଟା, ଥାନାରେ ଏଫଆଇଆର ରୁଜୁ

ଗୋଲାପୀ ୨ ହଜାର ନୋଟକୁ ନେଇ ବିବାଦ ବର୍ତ୍ତମାନ କୋର୍ଟରେ ପହଞ୍ଚିବା ଆରମ୍ଭ କରିଛି। ଯେଉଁ ବ୍ୟକ୍ତି ତାଙ୍କ ପକେଟରେ ଏହି ଗୋଲାପୀ ନୋଟ ରଖିଥିଲେ ସେ ଯାହା ଚାହିଁ ପାରିବେ କିଣି ପାରିବେ, କିନ୍ତୁ ଆଜି ଏହି ଗୋଲାପୀ ୨…