Wed. Oct 14th, 2026

Category: Exclusive

ଷଷ୍ଠ ଦିନରେ ମଦ ଭାଟିରେ ଚଢ଼ାଉ,ମିଳୁଛି କେଜି କେଜି ସୁନା

ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ଷଷ୍ଠ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ଗତକାଲି ସୁଦପଡା ମଦଭାଟି…

ଆତ୍ମନିର୍ଭର ଦୁଇ ଏସ୍ ଏସ୍ ଜି ସଦସ୍ୟାଙ୍କୁ ମିଶନ ଶକ୍ତି ମହାସଂଘର ଅଣଦେଖା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ସଭାନେତ୍ରୀ । ବ୍ୟାଙ୍କ ଏବଂ ମିଶନ ଶକ୍ତି ରୁ ଋଣ ନେଇ ସ୍ୱାବଲମ୍ବୀ ହେଲେ । ଏମିତି ଦୁଇ ଜଣ ଚନ୍ଦାହାଣ୍ଡି ସଦରର ମା ତୁଳସୀ ସ୍ୱୟଂ…

ତେଜସ୍ ରେ ଉଡିଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ମୋଦିଙ୍କ ପାଇଲଟ୍ ଲୁକ

ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି କହିଲେ ଅନୁଭବ ଅବିଶ୍ବସନୀୟ । ବାୟୁସେନା, ଏଚଏଏଲ ଓ ଡିଆରଡିଓକୁ କଲେ ପ୍ରଶଂସା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ…

ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍‌ କ୍ଲକ୍‌

ବିଶ୍ବକପ୍‌ ୨୦୨୩ ସରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ କିଛି ପରିବର୍ତ୍ତନ ଆଣିଛି ଆଇସିସି । ଏଣିକି ଦିନିକିଆ ଏବଂ ଟି୨୦ କ୍ରିକେଟ୍‌ରେ ପରୀକ୍ଷାମୂଳକ ଭାବେ ଆଉ ଏକ ନୂଆ ନିୟମ ଲାଗୁ କରାଯାଇଛି । ଯଦିଓ କେବଳ ବୋଲରମାନଙ୍କ ପାଇଁ ଏହି…

ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

ରାୟଗଡ : ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାୟଗଡ ଜିଲ୍ଲାପାଳ ଭୂମି ସମ୍ମାନ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ,ମୁଖ୍ୟ ଅତିଥି ଭାବେ ଯୋଗ…

ଦୁର୍ଘଟଣାସ୍ଥଳରେ ମୋଦି

ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଗତ କାଲି ଘଟଣା ସମ୍ପର୍କରେ ଜାଣିବା…

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…

ଜିଲ୍ଲା ସ୍ତରୀୟ ଆଶା ସମ୍ମିଳନୀ ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଆଜି ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ…

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କହଁର

ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ମାଗୁଣି ଚରଣ କୁଅଁର ବେଶ୍…

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟର ସ୍ଥିତି ପରଖିଲେ ପିଡବ୍ଲ୍ୟୁଡି ମନ୍ତ୍ରୀ

ଚିରାଗ ଦିଲ୍ଲୀ ଫ୍ଲାଏଓଭରର ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାର ସ୍ଥିତି ପରଖିବା ପାଇଁ ପିଡବ୍ଲ୍ୟୁଡି ମନ୍ତ୍ରୀ ଆତିଶି ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହ ଚିରାଗ ଦିଲ୍ଲୀ ଫ୍ଲାଏ ଓଭରରେ ପହଞ୍ଚିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚିରାଗଙ୍କ କାର୍ଯ୍ୟ ଦିଲ୍ଲୀ ଫ୍ଲାଏଓଭରର…