Thu. Oct 15th, 2026

Category: ବ୍ୟକ୍ତିତ୍ଵ

ଗଜେନ୍ଦ୍ର ବନାମ ରାହୁଲ

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା…

ବିଶ୍ଵ ବିଜେତାର ଟାଇଟଲ ହାତେଇଲେ ନୀତୁ

କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍…

“ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ!”

ଚର୍ଚ୍ଚାରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍‌ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି।…

ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କହଁର

ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ମାଗୁଣି ଚରଣ କୁଅଁର ବେଶ୍…

ଗୋଟିଏ ମଂଚରେ ମୋଦୀ-କପିଲ୍!

ପପୁଲାର କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସଂପର୍କିତ ଖବର ଉପରେ ନିଜେ ଖୁଲାସା କରିଛନ୍ତି କମେଡିୟାନ ତଥା ଅଭିନେତା କପିଲ୍ ଶର୍ମା। ସେ ନିଜ ଶୋକୁ ଆସିବା…

ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ ଥେରାଫିଷ୍ଟ ହୋଇଥିବାରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି…

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା…

ଯଶୋଦା ମା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା।…

ଅଭିନୟ ନିଶାରେ ମସଗୁଲ, ପ୍ରଫୁଲ୍ଲ କୁମାର ଲେଙ୍କା

କଳା ହେଉଛି ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କଳା ହେଉଛି ହୃଦୟର ଭାବପ୍ରବଣତା ଏବଂ ଶକ୍ତିଶାଳୀ ଅନୁଭବର ଏକ ସ୍ୱତ ପ୍ରବୃତ୍ତ ପ୍ରବାହ । କଳାର ଆଧ୍ୟାତ୍ମିକ ବିକାଶର ଫଳ ସ୍ୱରୂପ ମଣିଷ ଅତ୍ୟଧିକ ଆତ୍ମସନ୍ତୋଷ ପାଇଥାଏ ।…