Thu. Oct 15th, 2026

Category: ବ୍ୟକ୍ତିତ୍ଵ

କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ତଥା ଓକିଲ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡ଼ର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ରାୟଗଡ଼ା କୋର୍ଟ ପରିସରରେ ଥିବା…

ପୁଅ ନିର୍ଦ୍ଦେଶକ, ବାପା ଅଭିନେତା!

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ, ଏଥର ପର୍ସନାଲ ଲାଇଫ୍‌ ନୁହେଁ ବରଂ ପ୍ରୋଫେସନାଲ ଲାଇଫ୍‌କୁ ନେଇ । ଆର୍ଯ୍ୟନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ତାଙ୍କ…

କୋହଲିଙ୍କ ନୂଆ ରେକର୍ଡ

ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଆର୍ସିବିର ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଫିଲ୍ଡର ଭାବେ ଆଇପିଏଲରେ ୧୦୦ କ୍ୟାଚ୍ ନେବାର ଗୌରବ ପାଇଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି…

ଆତ୍ମହତ୍ୟା କଲେ କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌

କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌ଙ୍କ ଆତ୍ମହତ୍ୟା। କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ସମ୍ପଥ୍‌ ଜେ ରାମ ଶନିବାର ନେଲମଙ୍ଗଲାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ପରେ କନ୍ନଡ଼…

କରୋନା ଚକଡ଼ରେ ରାଜନାଥ ସିଂହ

କରୋନା ଚକଡ଼ରେ ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଏ ନେଇ ସରକାରୀ ଭାବେ କୁହାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କଠାରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ…

କେମିତି ହୋଇଥିଲା ଅତିକ୍ ଓ ଆଶ୍ରଫର ଏକାଉଣ୍ଟର?

ମାଫିଆ ଡନ୍‌ ଆତିକ୍‌କୁ ଗୁଳିକରି ହତ୍ୟା ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି! ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ…

ସୋସିଆଲ ମିଡିଆରେ ନିଆଁ ଲଗାଉଛି ‘ବ୍ଲଡି ଡାଡି’

ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏଥିସହ ଏହି ଆକ୍ସନ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇ ଦେଇଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର…

ସଲମାନଙ୍କୁ ପୁଣି ହତ୍ୟା ଧମକ; ସୁରକ୍ଷା ବ୍ୟବସ୍ଥା କଡାକଡି

ପୁଣି ମିଳିଲା ହତ୍ୟା ଧମକ। ବଲିଉଡ଼ର ଭାଇଜାନ୍‌ ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏନେଇ ମୁମ୍ବାଇ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ରାଜସ୍ଥାନର ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଧମକ ଦେଇଛି। ପୁଲିସ କହିଛି ଯେ,…

ମୋଦି ମୁହାଁ ମସ୍କ!

ମୋଦି ମୁହାଁ ହୋଇଛନ୍ତି ଏଲନ ମସ୍କ! ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ…

କ୍ଷମା ମାଗିଲେ ଦଲାଇ ଲାମା

ଜଣେ ବାଳକ ଓ ଦଲାଇ ଲାମାଙ୍କ ଚୁମ୍ବନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି କରିଥିଲା।ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ସହ ସେ କୌତୁକିଆ ଆଚରଣ କରିବା ସହ ସବୁବେଳେ ଚିଡ଼ାନ୍ତି ବୋଲି ସଫେଇ ଦେଇ…