ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…
କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା,ଓଡିଶୀ ନୃତ୍ୟ ସହିତ ମୋହିନୀଆଟମ, ଦର୍ଶକ ବିଭୋର
ସୂର୍ଯ୍ୟମନ୍ଦିର ପାଦ ଦେଶରେ ଆୟୋଜିତ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ପ୍ରସ୍ତୁତ କୋଣାର୍କ ଉତ୍ସବର ମୁକ୍ତାକାଶ ମଞ୍ଚରେ ତୃତୀୟ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ ମୋହିନୀଆଟମ ଶାସ୍ତ୍ରୀୟ ନୃତ୍ୟ ପରିବେଷଣରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ତୃତୀୟ ସଂଧ୍ୟାର ପ୍ରଥମେ…
ପ୍ରଥମାଷ୍ଟମୀ, ପରମ୍ପରା ଓ ପିଠା
ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀ ଆସିଲେ ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠା ମହକରେ ଭରିଯାଏ । ଏହି ପିଠା ପାଇଁ ହଳଦୀପତ୍ରରେ ତିଆରି ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ଏହି ପତ୍ରର ବ୍ୟବହାରର କ’ଣ…
କାର୍ତ୍ତିକରେ କାହିଁକି ଖାଆନ୍ତି ହବିଷ ଡାଲମା?
ସାଧାରଣତଃ ଓଡ଼ିଆ ଘରେ କାର୍ତିକ ମାସରେ ହବିଷ ବ୍ରତ କରାଯାଇଥାଏ । ଏଥିରେ କିଛି ନିର୍ଦ୍ଦିଷ୍ଟ ପରିବାକୁ ବାରଣ କରାଯାଇଥିାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଏଥିରେ କ’ଣ କ’ଣ ବ୍ୟବହାର ହୋଇଥାଏ? କିପରି ପ୍ରସ୍ତୁତ ହୋଇଥାଏ ଏହି…
ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…
ଆଜିଠୁ ନବରାତ୍ରୀ
ବିରାଜିବେ ମା’। ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ । ପ୍ରତ୍ୟେକ ହିନ୍ଦୁ ପରିବାର ରେ ଏହି ନବରାତ୍ରୀ ସମୟ କୁ ଖୁବ୍ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇ ଥାଏ । କାରଣ ମା ଦୁର୍ଗତିନାସିନୀ ଧରା ପୃଷ୍ଠକୁ ଅବତରଣ କରି…
ବିଶ୍ୱର ପ୍ରଥମ ଇଞ୍ଜିନିୟର ପ୍ରଭୁ ବିଶ୍ୱକର୍ମାଙ୍କର କିଛି ଅଜଣା କଥା
ଆଜି ହେଉଛି ବିଶ୍ୱକର୍ମା ପୂଜା। ଦେବତାମାନଙ୍କର ସ୍ଥପତି ତଥା ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ପ୍ରଭୁ ବିଶ୍ବକର୍ମା । ସ୍ଥାପତ୍ୟ କଳା ବିଷୟରେ ଜାଣିଥିବା ଭଗବାନ ବିଶ୍ୱକର୍ମା ମଧ୍ୟ ବାସ୍ତୁ ଶାସ୍ତ୍ରର ଜଣେ ମହାନ ପଣ୍ଡିତ ଅଟନ୍ତି। ତେବେ କ’ଣ ରହିଛି…
ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ
ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…