Thu. Oct 15th, 2026

Category: ଜୀବନ ସଂସ୍କୃତି

ବର୍ଣ୍ଣବୋଧ ପାଠଶାଳାରେ ଉଡିଲା ତ୍ରିରଙ୍ଗା

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…

ମନ୍ଦିରରେ କାହିଁକି ବନ୍ଧାଯାଏ ଘଣ୍ଟି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ?

ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଭିତରକୁ ଯାଇଥାଉ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ…

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା…

ଯଶୋଦା ମା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ପ୍ରଥମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ଆଶାକିରଣ ଓ ଯଶୋଦା ମା ପରିବାରର ସଦସ୍ୟଙ୍କ ମିଳିତ ସହଯୋଗରେ ଉତ୍ସବର ଆୟୋଜନ ହୋଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ବିଶିଷ୍ଟ ସମାଜସେବୀ,କବି,ଗାଳ୍ପିକା ଶ୍ରୀମତୀ ବନ୍ଦନା ପଣ୍ଡା।…

ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…

ସମ୍ବାଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚାରା ରୋପଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମରେ ରହିଥିବା ଜିଲ୍ଲାକୃଷି କାର୍ଯ୍ୟଳୟ, ବ୍ଲକ କୃଷି କାର୍ଯ୍ୟଳୟ ଓ ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ଠାରେ ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାପଡାହାଣ୍ଡି…

ଆନ୍ତର୍ଜାତୀୟ ସଙ୍ଗୀତ ଦିବସ: ଓଡ଼ିଶୀ ସଙ୍ଗୀତର ଭବିଷ୍ୟତକୁ ନେଇ ଚିନ୍ତା

ଓଡ଼ିଆ କଳା, ସାହିତ୍ୟ ସଂସ୍କୃତି ତଥା ଓଡ଼ିଶୀ ସଙ୍ଗୀତକୁ ନେଇ ଆମେ ଗର୍ବ କରୁ। ଦେଶ ବିଦେଶରେ ଛାତିକୁ ଚଉଡ଼ା କରି କହୁ ଆମ ଓଡ଼ିଆ ବୋଲି । ହେଲେ ବାସ୍ତବରେ ଓଡ଼ିଶୀ ସଙ୍ଗୀତକୁ କେତେ ଗୁରୁତ୍ୱ ଦିଆଯାଉଛି ତାହା ବର୍ତ୍ତମାନର…

ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାରେ ଯୋଗକରିଥାନ୍ତି । ୨୦୧୪ ମସିହାରୁ…