Thu. Oct 15th, 2026

Category: ଜୀବନ ସଂସ୍କୃତି

ଫୋନରେ କଥା ହେଲେ ମୋଦି-ନବୀନ

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। ସଂକ୍ଷେପରେ…

ଟ୍ରେନରେ କାହିଁକି ରହିଥାଏ କବଚ?

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ୧୨୮୪୧-ଶାଲିମାର୍-ଚେନ୍ନାଇ କରମଣ୍ଡଳ ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର୍ ଓ ୧୨୮୬୪- ସାର୍ ଏମ୍. ବିଶ୍ବେଶ୍ବରାୟ ଟର୍ମିନାଲ୍-ହାୱଡ଼ା ସୁପର୍ଫାଷ୍ଟ୍ ଏକ୍ସପ୍ରେସ ୧୨୬ କିଲୋମିଟର୍ ବେଗରେ ଚାଲୁଥିଲା ବୋଲି ‘ଡିଏମ୍ଓ’ ଅଧିକାରୀମାନେ କହିଛନ୍ତି। ଏହାଛଡ଼ା,…

୪୨ ବର୍ଷର ଦୁର୍ଘଟଣା ଇତିହାସ

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ବାହାନଗା ଷ୍ଟେସନ ନିକଟରେ କରୋମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ…

ସ୍ଥିତି ପରଖିଲେ ମମତା ବାନାର୍ଜୀ

ଭୟଙ୍କର ଟ୍ରେନ ଟ୍ରାଜେଡ଼ିର ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ…

ଦୁର୍ଘଟଣାସ୍ଥଳରେ ମୋଦି

ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । ଗତ କାଲି ଘଟଣା ସମ୍ପର୍କରେ ଜାଣିବା…

ଗତ ୧୫ ବର୍ଷର ଭୟଙ୍କର ଟ୍ରେନ ଦୁର୍ଘଟଣା

ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପାଖାପାଖି ୩୦୦ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୯୦୦ରୁ ଉଦ୍ଧ୍ୱର୍ ଲୋକେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଓଡ଼ିଡାରେ ଏପରି ଭୟାନକ ଦୁର୍ଘଟଣା ପ୍ରଥମ ହୋଇଥିବା ବେଳେ ଭାରତରେ ଏପରି…

ଭୟଙ୍କର ଟ୍ରେନ ଦୁର୍ଘଟଣା; ୫୦ରୁ ଉର୍ଦ୍ଧ୍ବ ମୃତ

ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ ।ସୂଚନା ଅନୁସାରେ,…

ଚିଲିକା ସାହିତ୍ୟ ସମାଜ ପାଳନ କଲା ମୁକ୍ତି ଦିବସ ସମାରୋହ

ବାଣପୁର ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ, ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ…

ଡବ୍ଲୁଏମଓର ଉପାଧ୍ୟକ୍ଷ ହେଲେ ମୃତୁ୍ୟଞ୍ଜୟ ମହାପାତ୍ର

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ରକୁ ମିଳିଛି ବଡ଼ ଦାୟିତ୍ୱ। ସେ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ)ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ…

ଜୁନ ୬ ପର୍ଯ୍ୟନ୍ତ ବଢିଲା ପଛୁଆ ବର୍ଗଙ୍କ ସର୍ଭେ ଅବଧି

ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ତରଫରୁ ପଛୁଆବର୍ଗ ଲୋକଙ୍କ ନିମନ୍ତେ ସର୍ଭେ ଅବଧି ଚଳିତ ମାସ ଜୁନ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାପାଳ ରାୟଗଡ଼ା ଶ୍ରୀମତୀ ସ୍ୱାଧାଦେବ ସିଂ ୩୦ ତାରିଖ ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ…