Thu. Oct 15th, 2026

Category: ଖେଳ

ଜେରେମି ଲାଲନିରୁଙ୍ଗା ଆଣିଲେ ଦ୍ବିତୀୟ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ମିଳିଛି ପଞ୍ଚମ ପଦକ। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ…

ହକି ବିଶ୍ୱକପ୍ ଆୟୋଜନକୁ ନେଇ ସନ୍ଦେହରେ ଭାରତ

ଭାରତ ହାତରୁ ଯିବ କି ହକି ବିଶ୍ୱକପ ଆୟୋଜନ? ଏହି ଆୟୋଜନର ଅଧିକାର ହାତଛଡା ହେବା ନେଇ ଏବେ ଭୟ ସୃଷ୍ଟି ହେବାରେ ଲାଗିଲାଣି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ…

ନଜର ପକାନ୍ତୁ: ନିଲାମ ହେଲା ଆଇପିଏଲର ମିଡିଆ ରାଇଟ୍ସ

ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ…

ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଭୋଟର ମୂଲ୍ୟ କେତେ?

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ୨୪ରେ ଶେଷ ହେବାକୁ ଯାଉଛି । ଏହାର ଗୋଟିଏ ଦିନ ପରେ ଦେଶର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ ।…

କ୍ରିକେଟ ଗ୍ରାଉଣ୍ଡରେ ‘ବନ୍ଦେ ମାତରମ’, ଭାଗ ନେଲେ ଲକ୍ଷାଧିକ ଲୋକ

ସରିଯାଇଛି ଏ ବର୍ଷର ସବୁଠାରୁ ବଡ଼ ପର୍ବ ଆଇପିଏଲ। କ୍ରିକେଟ ପ୍ରେମୀଙ୍କ ଉତ୍ସାହ ମଧ୍ୟରେ ଚାମ୍ପିଆନ ହୋଇଛି ଗୁଜୁରାଟ ଟାଇଟନ୍ସ। ତେବେ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଛାଇଯାଇଛି ଦେଶପ୍ରେମର ଧାରା। ଆଇପିଏଲର କ୍ଲୋସିଙ୍ଗ ସେରିମନିରେ ଦର୍ଶକଙ୍କ ଦ୍ବାରା ‘ବନ୍ଦେ…

ଖୁରାଣ୍ଟ ଜଗତପଡାରେ ଆନ୍ତଃ ରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତ ଖୁରାଣ୍ଟ ଜଗତପଡା ଠାରେ ଆନ୍ତଃଜିଲ୍ଲା ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଶହଶହ ଖେଳପ୍ରେମୀଙ୍କ ଗହଣରେ ଏହି ଚିତ୍ତାକର୍ଷକ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଖୁରାଣ୍ଟ ଜଗତପଡା ମା’ରାମଚଣ୍ଡୀ ନ୍ୟୁଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ…

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ…

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବ, ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି, ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ପାଇଁ ନିଷ୍ପତ୍ତି, ଗୁଡ଼ୁଗୁଡ଼ିଆ,…